News
WhatsApp Image 2023-10-04 at 17.25.00
samparksetu

ଚନ୍ଦାର ରୁ ମହିଳା ଙ୍କୁ ଉଦ୍ଧାର କଲା ପୋଲିସ

ଭୁବନ ଥାନା ଅନ୍ତର୍ଗତ ଏକତାଳି ପଞ୍ଚାୟତ ର ଚନ୍ଦାର ଗ୍ରାମରେ ଜଣେ ମହିଳାଙ୍କ ପରିବାରଙ୍କୁ ମାଡ଼ ମାରି ଅଟକ ରଖାଯାଇଥିବାରୁ ମହିଳା ଜଣଙ୍କ ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଜଣାଇବା ପରେ ପୋଲିସ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ ।

ଅଭିଯୋଗ ଅନୁଯାୟୀ ନଳିନପ୍ରଭା ମଲ୍ଲିକ ଏତଲାରେ ଦର୍ଶଯାଇଛି ଯେ ନଳିନୀଙ୍କୁ ତାଙ୍କ ପଡୋଶୀଙ୍କ ଝିଅ ଅପହରଣରେ ସହଯୋଗୀ ଥିବା ଦର୍ଶାଇ ମାଡ଼ ମାରିଥିଲେ । ନଳିନଙ୍କ ସ୍ୱାମୀ ଗୁଜୁରାଟରେ ରହୁଥିବାରୁ ତାଙ୍କ ଶ୍ୱଶୁର ଶାଶୁ ଙ୍କୁ ମଧ୍ୟ ମାଡ଼ ମରାଯାଇଛି ।

new life
You might also like
error: Content is protected !!