News
WhatsApp Image 2023-10-04 at 17.25.00
samparksetu

ଜିଲ୍ଲାରେ ନୂତନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୪୫୧ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ୪୫୧ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ୪୩୨ ଜଣ ଘରୋଇ ସଂଗରୋଧ ଏବଂ ୧୯ ଜଣ ଡାକ୍ତର ଖାନାରୁ ଚିହ୍ନଟ ହୋଇଛନ୍ତି ।

ଭୁବନ ବ୍ଳକ୍ ମୁରୁଗା ୧୨୩ , ଗୋରଡ଼ିଆ ୨ , ବାରୁଆଁ ୨ , ଜିରାଳ ୨ , ଅଶୁରବନ୍ଧପାଟଣା ୧ , ସରଦେଇପୁର ୧ , ଖୁରୁଶିଆ ୧

ସଦର ବ୍ଳକ୍ ପାତ୍ରଭାଗ। ୫୪ , ଗୋଭିନ୍ଦପୁର ୬ , ଚାଉଳିଆ ୪ , ତାଳବରକୋଟି ୪ , ସୋଗରପଶି ୪ , ସଂଖୁଆ ୨ , କଙ୍କଡାହାଡ଼୨ , ଦେଓପଡ଼ା୨ , ବାରଦା ୧ , ସଦେଇବେରେଣୀ ୧ , ଚଷାପଡ଼ା ୧ ,ବେଳଟିକିରି ୧ , ଜେନାସାହୁପାଟଣା ୧ , ଭାଗିରଥିପୁର ୧, ରାଇଡ଼ିହି ୧ , ଧୀରପାଟଣା୧ , କୁମ୍ଭାର ସାହି ୧ , ସଂସାଇଲୋ ୧ , ଜହ୍ନିତଇଲା ୧, ନଡ଼ିଆଳି୧

ପରଜଙ୍ଗ ବ୍ଳକ ସରାଙ୍ଗ ୨୧ , ଜୟପୁରାକାଟେଣି ୭ , ଗେହ୍ଲେଇକାଟେଣି ୪ , ସାଆନ୍ଦା ୪ , କୁନାଲ ପ୍ଲାଣ୍ଟ ୩ , ଦାମଲା ୩ , ବଡ଼ଝର ୧ , ଚାନ୍ଦପୁର ୧ , ବାରିହାପୁର ୧ , କଲଦା ୧ , କଟାବହାଳ ୧ , ଦଶୀପୁର ୧ , ଜଟିଆ ୧ , ବଡ଼ଝର ୧ , କନ୍ତୋର ୧ , ଜକା ୧

ଢେଙ୍କାନାଳ ମୁନିସିପାଲଟି ଗୁଡ଼ିଆନାଳୀ ୭ , ଦେଉଳସାହି ୪ , ଶିମିଳିଆ ୪ , କୁଞ୍ଜକାନ୍ତ ୩ , ବାଜିଚୌକ ୩ , ମୀନାବଜାର ୩, ମହିଷାପାସଟ ୩ , ବନମାଳିପ୍ରସାଦ ୨ , ଅମଲାପଡା ୨ , ଷ୍ଟେସନ ବଜାର ୩ , ଦକ୍ଷିଣକାଳୀ ୨ , ଦୁର୍ଗାବଜାର ୨ , କୋରିଆ ୧ , ଆନନ୍ଦନଗର ୧ , ଖମାରସାହି ୧ , ବୋରାପଦା ୧ , ଚଣ୍ଡୀସାହି ୧ , ଟାଉନ ପ୍ଲାନିଂ ୧ , ଗଣେଶ ବଜାର ୧ , ଲଷ୍ମୀ ବଜାର ୧ , ହାଟରୋଡ଼ ୧ , କାଠ ଗଡା ୧ ,ସାଇ ନିମେଇ ଏନକ୍ଲେଭ ୧ , ଆର ପି ଲେନ ୧

କଙ୍କଡାହାଡ଼ ବ୍ଳକ୍ ପଙ୍ଗାତିରା ୨୭ , ଗଡ଼ପଳାଶୁଣି ୫ , ବାଟଗାଁ ୨ , ହଳଦିକୁଣ୍ଡି ୨ , କମ୍ପୁଲେଇ ୧ , ଖଜୁରିଆ ୧ , ମହାବିରୋଡ଼୧, ମହିଧରପୁର ୧

ଓଡ଼ାପଡା ବ୍ଳକ୍ ମୋଟଙ୍ଗା ୮ , ଇନ୍ଦିପୁର ୪, କମଳାଙ୍ଗ ୨ , ବେସାଳିଆ ୨ , କାଣ୍ଡବିନ୍ଧା ୨ , ରାଣୀବଣିଆ ୨, ସୁଧଡ଼ିହିକାଟେଣି ୧, କୁରୁଣ୍ଟି ୧ , ହରିପୁର ୧ , ସିମିନଇ ୧ , ପଞ୍ଚୁପଟି ୧ , ଅଙ୍କରାନ୍ତିପୁର ୧ , ସିମିନଇ ୧ , ଗୋବିନ୍ଦପ୍ରସାଦ ୧

ଗଁଦିଆ ବ୍ଳକ୍ ଟୋଲରପଶି ୬ , ଅର୍ନପୁର ୩ , ପିଙ୍ଗୁଆ ୨ , ଆମ୍ବବାହାଳି ୨ , କାଲୁରିଆ ୨ , ଦିଗାମ୍ବରପୁର ୨ , ଶନ୍ଥସରାପୁର୧ , ରାଇତଳା୧ , ମଠତେନ୍ତୁଳିଆ ୧ , ଠାକୁରପାଳ ୧ , ଜୋରନ୍ଦା ୧ , ବିରିଖୁଣ୍ଟି ୧

କାମାକ୍ଷାନଗର ବ୍ଳକ୍ ବାଉଁଶପାଳ ୩ , ସମାଟାଙ୍ଗି ୨ , ବାଇସିଂଙ୍ଗା ୧ , ଗଲୁକାଟେଣି ୧ , ଇଛାବତୀପୁର ୧ , କଙ୍ଗେଇଲୋ ୧

କାମାକ୍ଷାନଗର ଏନ ଏ ସି ରୁ ୫

ହିନ୍ଦୋଳ ବ୍ଳକ୍ ଖଜୁରୀଆକଟା ୩ , କଂସରା ୧ , ପଡ଼ା ୧ , କଙ୍କାଳୁ ୧ , ଓସ୍ତପାଳ ୧ , ଗଞ୍ଜରା ୧

ଭୁବନ ଏନଏସି ରୁ ୨ ଜଣ

ହିନ୍ଦୋଳ ଏନଏ ସି ଗୋବିନ୍ଦପୁର ୧ , ରାଧାନାଥପୁର ୧ , ସାରଧାପୁର ୧ , କମଣ୍ଡଳି ୧ , ରାଜମୋହନପୁର ୧

ଅନ୍ୟ ଡାକ୍ତର ଖନାରୁ ୩ ଚିହ୍ନଟ ।

କାମାକ୍ଷ।ନଗର କନ୍ତିଓପୁଟସାହି ର ୩୯ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟ ହୋଇଥିବା ବେଳେ ସମୁଦାୟ ୩୭ ଜଣ ଜିଲ୍ଲାରେ ମୃତ୍ୟୁ ବରଣ କରିଛନ୍ତି । ୪୨୭୮ ଜଣ ଚିକିତ୍ସା ହେଉଛନ୍ତି ।

new life
You might also like
error: Content is protected !!