News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ନୂତନ ୯୫ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୯୫ କରୋନା ଆକ୍ରାନ୍ତ ଚିହ୍ନଟ । ଘରୋଇ ସଂଗରୋଧରୁ ୮୧ ଚିହ୍ନଟ ହୋଇଥିବା ବେଳେ ଡାକ୍ତରଖାନାରୁ ୧୪ ଚିହ୍ନଟ ହୋଇଛନ୍ତି ।

ପରଜଙ୍ଗ ବ୍ଳକ୍ କମର୍ଦ। ୧୯ , ଚାନ୍ଦପୁର ରୁ ୧

ସଦେ ବ୍ଳକ୍ ରାଜୁଆପାଟଣା ୩ , କୋଇଲିପାଙ୍ଗି ୧ , କମଳିଙ୍ଗା ୧ , କେସେରିଆ ୧ , ନଢଣପୁର ୧, ସୁନ୍ଦରପଦା ୧ , ମହୁଲପଡ଼ା ୧ , ରାଜୁପାଟଣା ୧ , ନଡିଆଳି ୧ , ବଳଦିଆବନ୍ଧ ୧ , ମଣିପୁର ୧ , ଓଡ଼।ପଡା ୧ , ବାଉତିବେରେଣା ୧ , ଧନଷଣ୍ଢକାଟେଣି ୧

ହିନ୍ଦୋଳ ବ୍ଳକ୍ ରଞ୍ଜ।ଗୋଳ ୪ , ବାହାଲୁଣ୍ଡା ୨ , ତରକବେଡ଼ା ୨ , ନନ୍ଦପୁର ୧ , ଟୁଟୁପଡ଼ା ୧ , କୁମୁରସିଙ୍ଗା ୧ କାରନ୍ଦା ୧ , ବେଡାପଡା ୧ , ମାଡୁଆ ୧ , କାରନ୍ଦା ୧ , ରାସୋଳ ୧ , ଠୋକର ୧

ଢେଙ୍କାନାଳ ମୁନିସିପାଲିଟି ରଥଗଡ଼ା ୨ , ସନ ହସ୍ପିଟାଲରେ ୧ , ମହାବୀର ବଜାର ୧ , ଟାଉନ ପ୍ଲାନିଂ ୧ , କୋରିଆ ୧ , ହାଟରୋଡ଼ ୧ , କଂଟାନାଳି ବାଇପାସ ୧ , ରଥଗଡ଼ା ୧ , କାଞ୍ଚନ ବଜାର ୧ , କଇଁଥପୋଲିଆ ୧ , ଜୁବୁଲି ଟାଉନ ୧ , କାଲଟାକ୍ସ ୧ , ଗୁଡିଆନାଳି ୧

ଗଁଦିଆ ବ୍ଳକ୍ ଆମ୍ବବାହାଳି ୨ , ଚନ୍ଦ୍ରଶେଖରପୁର ୨ , ହରଡ଼ବେଣ। ୧ , ନୁଆଗାଁ ୧ , ଗଁଦିଆ ୧ , ପରୁହଖୋଜ ୧ , ଦେଓଗାଁ ୧, ଷଡ଼ଙ୍ଗୀ ୧ , ମଠତେନ୍ତୁଳିଆ ୧ , ଗୋପାଳପୁର ୧

ଓଡ଼।ପଡ଼ା ବ୍ଳକ୍ ପୋଡାପଡ଼ା ୨ , ଗୁଡିଆକାଟେଣି ୧ , ସିମିନଇ ୧ , ଇନ୍ଦିପୁର ୧, ଗୋବିନ୍ଦପ୍ରସାଦ ୧ , ବୃନ୍ଦାବନପୁର ୧ , ନିମିଧା ୧ , ବଳରାମ ପୁର ୧

କାମାକ୍ଷାନଗର ଏନଏସି ୩ , ହିନ୍ଦୋଳ ଏନଏସି ୨ , କାମାକ୍ଷାନଗର ବ୍ଳକ୍ ସୋଗର ୧ , ଏବଂ ଅନ୍ୟ ଡାକ୍ତରଖାନାରୁ ୨ ଚିହ୍ନଟ ।

ଜିଲ୍ଲାରେ ସମୁଦାୟ ୬୫ ଜଣ ମୃତ୍ୟୁବରଣ କରିଥିବା ବେଳେ ୭୭୩ ଜଣ ଚିକିତ୍ସିତ ହେଉଛନ୍ତି ।

new life
You might also like
error: Content is protected !!