News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ନୂତନ ୫୪ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୫୪ କରୋନା ଆକ୍ରାନ୍ତ ଚିହ୍ନଟ , ଘରୋଇ ସଂଗରୋଧରୁ ୪୦ ଚିହ୍ନଟ ହୋଇଥିବା ବେଳେ ଡାକ୍ତରଖାନାରୁ ୧୪ ଚିହ୍ନଟ ହୋଇଛନ୍ତି ।

ସଦର ବ୍ଳକ୍ ମଙ୍ଗଳପୁର ୧ , ରାଜୁପାଟଣା ୧ , ତରଭା ୧ , ଗୋବିନ୍ଦପୁର ୧ , କୁରୁମାଟାଙ୍ଗରା ୧ , ଚାଉଳିଆ ୧ , ବରସୁପାଳ ୧ , ବାଲିଆମ୍ବା ୧ , ଚଷାପଡ଼ା୧ , ବାରଦା ୧

ଓଦାପଡା ବ୍ଳକ ରୁଙ୍ଗଟା ମାଇଁନ୍ସ ,୭ , ଉପର ଭାଘଲୁଣ୍ଡା ୧ , ସାନ ବଉଳପୁର ୧ , ହିନ୍ଦୋଳ ରୋଡ଼ ୧

ଢେଙ୍କାନାଳ ମୁନିସିପାଲିଟି ଦେଉଳ ସାହି ୧ , ରାମେଶ୍ୱରପୁର ୧ , ଦକ୍ଷିଣକାଳି ୧ , ଦୁର୍ଗା ବଜାର ୧ , ଶ୍ୟାମାଚରଣପୁର ୧ , ଗଣେଶ ବଜାର ୧ , ହାଟରୋଡ଼ ୧

କଙ୍କଡ଼ାହାଡ଼ ବ୍ଳକ୍ ରୁ ୫ , ଭୁବନ ଏନଏସି ୨ , ହିନ୍ଦୋଳ ଏନଏସି ୧ , କାମାକ୍ଷାନଗର ବ୍ଳକ୍ ୧

ଗଁଦିଆ ବ୍ଳକ ନିହଲପ୍ରସାଦ ୧ , ସନ୍ଥପୁର ୧ , ଷଡ଼ଙ୍ଗୀ ୧ , ବାଇଁସିହା ୧

ଭୁବନ ବ୍ଳକ୍ ସାମଲ ୧ , ମଠନୂଆଗାଁ ୧୨

ଜିଲ୍ଲାରେ ୫୩ ଜଣଙ୍କ ମୃତ୍ୟ ହୋଇଥିବା ବେଳେ ୧୬୧୯ ଜଣ ଚିକିତ୍ସିତ ହେଉଛନ୍ତି ।

new life
You might also like
error: Content is protected !!