News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ନୂତନ ୭୭ ଜଣ ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ,୬୬ ଜଣ ଘରୋଇ ସଂଗରୋଧ ରୁ ଏବଂ ଡ଼ାକ୍ତରଖାନାରୁ ୧୧ ଜଣ ଚିହ୍ନଟ ହୋଇଛନ୍ତି ।

ଢେଙ୍କାନାଳ ମୁନିସିପାଲିଟି ରଥଗଡ଼ା ୩ , କଣ୍ଟାନାଳି ୩ , ଗଣେଶ ବଜାର ୨ , ଦୂର୍ଗା ବଜାର ୨ , କୋରିଆ ୨ , ମହିଷାପାଟ ୨ , ନୂଆ ଶାସନ ୧ , ଦେଉଳସାହି ୧ , ଅମାଲାପଡ଼ା ୧ , ଆର ପି ଲେନ ୧ , ଭାଗିରଥିବିହାର ୧ , ଶିମିଳିଆ ୧ , ହାଟରୋଡ଼ ୧ , ଗୁଡ଼ିଆନାଳି ୧

ସଦର ବ୍ଳକ୍ ଭାପୁର ୫ , ମଣିପୁର ୨ , ମଣ୍ଡାପାଳ ୨, ତାଳବରକୋଟ ୨ , ଡେରାସିଂଘା ୨ , ମଙ୍ଗଳପୁର ୧ , ଲମ୍ବୋଦରପୁର ୧ , ନୂଆଗାଁ ୧ , ବିରାଡ଼ିଆ ୧ , ଜଂଖିରା ୧ , ରେଗେଡା ୧ , ଦେଓପଡା ୧ , ରାହଲାକାଟେଣୀ

ହିନ୍ଦୋଳ ବ୍ଳକ୍ ଠୋକର ୯ , ଗୁହ୍ଲେଇ ୧ , ଖଣ୍ଡିତିରି ୧ , କଳିଙ୍ଗପାଳ ୧ , ବ୍ରହ୍ମପୁର ୧ , ଖଲିବୋରେଇ ୧ , ଗୋବିନ୍ଦପୁର ୧ , ନିଜିଗଢ଼ ୧

ପରଜଙ୍ଗ ବ୍ଳକ୍ ଦାମୋଳ ୩ , ବଡ଼ ଝର ୧ , ରଙ୍ଗଥାଳି ୧ , ବାଟିହାପୁର ୧ , ତଳବେରଣା ୧ , କୁଆଳୋ ୧

ଓଡ଼।ପଡ଼ା ବ୍ଳକ ଓଡ଼।ପଡ଼ା ୧ , ବେସାଳିଆ ୧ , ଚାଇଁପୁର ୧

ଗଁଦିଆ ବ୍ଳକ ଆମ୍ବବାହାଳି ୧ , ନିହଲପେସାଦ ୧

କାମାକ୍ଷାନଗର ଗୁନେଇବିଲି ୧ , ମୋଟା ୧

ହିନ୍ଦୋଳ ଏନଏସି ୧ , କଙ୍କଡାହାଡ଼ ବ୍ଳକ୍ ୧ , ଅନ୍ୟ ଡାକ୍ତରଖାନାରୁ ୧

ଜିଲ୍ଳାରେ ମୋଟ ୭୨ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୭୩୮ ଜଣ ଚିକିତ୍ସିତ ହେଉଛନ୍ତି ।

new life
You might also like
error: Content is protected !!