News
WhatsApp Image 2023-10-04 at 17.25.00
samparksetu

୧୫ ତମ ସାଆନ୍ଦା ଜୟ ଭାରତୀ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦଘାଟିତ

ସାଆନ୍ଦା ଜୟ ଭାରତୀ କ୍ରିକେଟ କ୍ଲବ ର ୧୫ ତମ କ୍ରିକେଟ ଟୁର୍ଣ୍ଣମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣ।ମେଣ୍ଟ ୧୬ ଗୋଟି ଟିମକୁ ନେଇ ଆୟୋଜିତ ହୋଇଛି । ପ୍ରଥମ ମ୍ୟାଚ ଟି ଗୁତୁମୁର ଏବଂ ଅନିଲ ୱରିୟରର୍ସ ମଧ୍ୟରେ ଅନୁଷ୍ଠିତ ଆଜି ଅନୁଷ୍ଠିତ ହୋଇଛି ।

ପ୍ରଥମେ ଗୁତୁମୁର ଟସ ଜିତି ବୋଲିଙ୍ଗ କରିଥିଲା ,୧୦ ଓଭର ରେ ଅନିଲ ୱରିୟରର୍ସ ୯୬/୯ ରନ କରିଥିବା ବେଳେ ତାର ଜବାବ ରେ ଗୁତୁମୁର ୯ ଓଭରରେ ୯୭/୬ ରନ କରି ବିଜୟ ହୋଇଥିଲା ।

ଦ୍ୱିତୀୟ ମ୍ୟାଚ ବନରପଲ ବଣ୍ଡା ଓ କନ୍ତିଓ ମଧ୍ୟରେ ହୋଇଥିଲା
ବନରପଲ ବଣ୍ଡା ପ୍ରଥମେ ବ୍ୟାଟିଙ୍ଗ କରି ୧୨ ଓଭରରେ ୬୨/୯ ରନ କରିଥିଲା , ପରେ କନ୍ତିଓ ୭.୫ ଓଭର ରେ ୬୩/୪ ରନ କରି ବିଜୟ ଲାଭ କରିଥିଲା । ଆଜିର ମ୍ୟାଚରେ ସାଆନ୍ଦା ସରପଞ୍ଚ ତଥା ଜିଲ୍ଲା ସାଧାରଣ ସମ୍ପାଦକ ବିଜୁ ଜନତା ଦଳ ଢେ଼ଙ୍କାନାଳ ଶ୍ରୀଯୁକ୍ତ ଗୌତମ ପାଣି,ସାଆନ୍ଦା କଲେଜ ର ଅଧ୍ୟାପକ ଶିଶିର ପଣ୍ଡା ଯୋଗ ଦେଇଥିଲେ ।

ମ୍ଯାଚର ଧାରବିବାରଣୀରେ ଅଶୋକ ପଣ୍ଡା, ସ୍କୋରର ରାଜେଶ ପାଣି ,ସୁରଜ ପଣ୍ଡା,ଦେବାଶିଷ ସେଠି, ଅବିନାଶ ପଣ୍ଡା ଥିଲେ। ମ୍ୟାଚର ସୁପରିଚାଳନାରେ ପ୍ରିୟ ଵ୍ରତ ବେହେରା, ଅବିନାଶ ମହାଖୁଡ ଓ ଚିନ୍ମୟ ପଣ୍ଡା ସହଯୋଗ କରିଥିଲେ।

new life
You might also like
error: Content is protected !!