News
WhatsApp Image 2023-10-04 at 17.25.00
samparksetu

ବିପଦ ସଙ୍କୁଳ ଟ୍ରାନ୍ସଫର୍ମର

ଢେଙ୍କାନାଳ ପୌରାଞ୍ଚଳ ୧୩ ନଂ ୱାର୍ଡ ଭାଗିରଥି ବିହାର, ସି’ବ୍ଲକ, ନୂଆ ପୋଖରୀ ନିକଟରେ ରହିଛି ଏକ ଟ୍ରାନ୍ସଫର୍ମର । ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଅନୁଯାୟୀ ଏହା ଆଜିକୁ ପ୍ରାୟ କୋଡିଏ ବର୍ଷରୁ ଉର୍ଦ୍ଧ୍ୱ ହେବ ଏଠାରେ ସ୍ଥାପିତ ହୋଇଛି । ତେବେ ନା ସୁରକ୍ଷା ବାଡ଼ ନା ଅଛି ତାରବାଡ଼ । ଜନ ଗହଳି ଭିତରେ ମୁକୁଳା ଅବସ୍ଥାରେ ପଡିଛି ଟ୍ରାନ୍ସଫର୍ମର ବିଭିନ୍ନ ସରଞ୍ଜାମ ଏବଂ ସ୍ୱିଚ । ତେବେ ଏନେଇ ସ୍ଥାନୀୟ ବାସିନ୍ଦା ବହୁବାର ବିଭାଗୀୟ କର୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।

new life
You might also like
error: Content is protected !!