News
WhatsApp Image 2023-10-04 at 17.25.00
samparksetu

ନୟାନିଳକଣ୍ଠପୁରରୁ ଭାଲୁର ମୃତଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳ ଅନ୍ତର୍ଗତ ନୟାନିଳକଣ୍ଠପୁର ଗ୍ରାମ ନିକଟରୁ ଏକ ଭାଲୁର ମୃତଦେହ ଉଦ୍ଧାର କରାଯାଇଛି । ମୃତ ଭାଲୁଟିର ଦାନ୍ତ ଓ ନଖ ନଥିବାର ଜଣାଯାଇଛି । ଅନ୍ୟପଟେ ଘଟଣା ସ୍ଥଳରେ ବନପାଳ କବିତା ବିଶ୍ୱାଳ ପହଞ୍ଚି ଭାଲୁଟିର ମୃତଦେହ କୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ ।

ଭାଲୁଟିକୁ ନିମୋନିଆ ହୋଇଥିବା ବେଳେ ଖାଦ୍ୟ ଅଭାବରୁ ଭାଲୁଟିର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି ।

new life
You might also like
error: Content is protected !!