News
WhatsApp Image 2023-10-04 at 17.25.00
samparksetu

ବ୍ରିଜତଳୁ ଯୁବକଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ, ହରିପୁର ଗ୍ରାମ ନିକଟରେ ଥିବା ଏକ ବ୍ରିଜତଳୁ ଜଣେ ଯୁବକଙ୍କ ମୃତଦେହ ଆଜି ସକାଳୁ ଉଦ୍ଧାର କରାଯାଇଛି ।

ଯୁବକଙ୍କ ମୃତଦେହ ନିକଟରେ ଏକ ଦୁର୍ଘଟଣାଗ୍ରସ୍ତ ବାଇକ୍ ମଧ୍ୟ ପଡି ରହିଛି । କୌଣସି ଭାରିଯାନ ସଂସ୍ପର୍ଶରେ ଆସି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ବେଳେ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଛି ଅନ୍ୟପଟେ ଆଉ ଜଣେ ଗୁରୁତ୍ତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଥିବାର ସୂଚନା ।

ଉଭୟଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

new life
You might also like
error: Content is protected !!