News
WhatsApp Image 2023-10-04 at 17.25.00
samparksetu

ବଜ୍ରାଘାତ ରେ ଜଣେ ମୃତ ,ଚାରିଜଣ ଆହତ

ଆଜି ଅପରାହ୍ନ ରେ ଦେଓଗାଁ ଡାଗରାପଲ୍ଲୀ ରେ ବର୍ଷା ସମୟରେବଜ୍ରାଘାତ ହେତୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି । ମୃତକ ହେଲେ ଡାଗରାପଲ୍ଲୀ ର ଜଗଦା ଦେହୁରୀ ଏବଂ ଆହତ ମାନେ ହେଲେ ଗୌରାଙ୍ଗ ଦେହୁରୀ , ସରତ ଦେହୁରୀ , ଜିତେନ୍ଦ୍ର ବେହେରା ଓ ପାତିଆ ବେହେରା ।

ସୂଚନା ଅନୁଯାୟୀ , ଆଜି ବର୍ଷା ସମୟରେ ପାଞ୍ଚ ଜଣ ବ୍ୟକ୍ତି ଏକ ସ୍କୁଲ ଘର ବାରଣ୍ଡା ରେ ଛିଡ଼ା ହୋଇଥିବା ସମୟରେ ବଜ୍ରପାତର ଶିକାର ହୋଇଥିଲେ । ତାଙ୍କୁବ ତୁରନ୍ତ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିଲା । ସେଠାରେ ଡାକ୍ତର ଜଗଦା ଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଚାରି ଜଣ ଆହତଙ୍କ ଚିକିତ୍ସା ଚାଲିଛି ।

new life
You might also like
error: Content is protected !!