News
WhatsApp Image 2023-10-04 at 17.25.00
samparksetu

ବାଇକ୍ ଦୁର୍ଘଟଣାରେ ଦୁଇ ଯୁବକ ଗୁରୁତର !

ପଣ୍ଡୁଆ-ମାର୍ଥାପୁର ପୂର୍ତ୍ତ ବିଭାଗ ରାସ୍ତାର ପଣ୍ଡୁଆ ଫାଣ୍ଡି ଅନ୍ତର୍ଗତ ବାରୁଆଁ ନିକଟରେ ବାଇକ୍ ଦୁର୍ଘଟଣାରେ ଦୁଇ ଯୁବକ ଗୁରୁତର। ଗୁରୁତର ଆହତ ଯୁବକ ଦ୍ବୟ ତୁମୁଁସିଙ୍ଗା ଥାନା ଅନ୍ତର୍ଗତ ମହୁଲଡଗର ଗାଁ ର ବଟ ବିରୁଆଙ୍କ ପୁତ୍ର ପିଣ୍ଟୁ ବିରୁଆ ଓ ମଧୁ ବାନ୍ଦ୍ରା ଙ୍କ ପୁଅ ନନ୍ଦୁ ବୋଲି ସୂଚନା ମିଳିଛି ।

ଉଭୟଙ୍କୁ ପ୍ରଥମେ ଅଁଳାବେରେଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଉଭୟ ଗୁରୁତର ଥିବାରୁ ସେଠାରୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

new life
You might also like
error: Content is protected !!