News
WhatsApp Image 2023-10-04 at 17.25.00
samparksetu

ଭାଷା ଆନ୍ଦୋଳନ ପଦଯାତ୍ରା

ଓଡିଶା ଭାଷାକୁ ୧୯୫୪ ମସିହାରେ ସରକାରୀ ଭାଷା ଆଇନର ଉପଯୁକ୍ତ ସଂଶୋଧନ ଦାବିରେ ଶାନ୍ତିପୂର୍ଣ୍ଣ ଭାବେ ନୀରବ କଳାପତାକା ଶୋଭାଯାତ୍ରା ଢେଙ୍କାନାଳ ଗୋପବନ୍ଧୁ ଟାଉନ ହଲ ଠାରୁ ବାହାରି ବାଜିଚୌକ ପର୍ଯ୍ୟନ୍ତ ଯାଇଥିଲା ।

ଢେଙ୍କାନାଳ ଭାଷା ଆନ୍ଦୋଳନ ଆବାହକ ପ୍ରିୟବ୍ରତ ଗଡ଼ନାୟକଙ୍କ ନେତୃତ୍ୱରେ ରାଜ୍ୟ ଭାଷା ଆନ୍ଦୋଳନର ପୁରୋଧା ସୁବାଷଚନ୍ଦ୍ର ପଟ୍ଟନାୟକଙ୍କ ବିଚାରଧାରାରେ ପରିଚାଳିତ ହୋଇ ଢେଙ୍କାନାଳ ସହର ରେ ଭାଷା ଆନ୍ଦୋଳନ ପଦଯାତ୍ରା ଆରମ୍ଭ ହୋଇଥିଲା ।

ସମସ୍ତ ଭାଷାପ୍ରେମୀ କଳାପତାକା ଧରି ଶନ୍ତିପୂର୍ଣ୍ଣ ଭାବରେ ସହର ପରିକ୍ରମା କରିଥିଲେ । ଶୋଭାଯାତ୍ରାରେ ଆଇନଜୀବୀ ଦୀପ୍ତିଶପ୍ରସାଦ ପଟ୍ଟନାୟକ , ଜିଲ୍ଲା ଓକିଲ ସଂଘ ସମ୍ପାଦକ ଟଙ୍କଧର ବେହେରା , ଆଇନ ଜୀବୀ ପ୍ରକାଶ ରାଉତ , ସାମାଜିକକର୍ମୀ ରାମଚନ୍ଦ୍ର ଦେବତା ପ୍ରମୁଖ ଯୋଗ ଦେଇଥିଲେ ।

new life
You might also like
error: Content is protected !!