News
WhatsApp Image 2023-10-04 at 17.25.00
samparksetu

ଆବାସ ଯୋଜନାରେ ଅନିୟମିତତା ନେଇ ନିଲମ୍ବିତ ହେଲେ ପିଇଓ !

ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଅନିୟମିତତା ଏବଂ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ ହେଲେ ଭୁବନ ବ୍ଳକ୍ ସୁରପ୍ରତାପପୁର ପଞ୍ଚାୟତର ନିର୍ବାହୀ ଅଧିକାରୀ ସ୍ୱନ୍ଦୀପ୍ତ ସାହୁ ।

ଆବାସ ଯୋଜନାରେ ଜଣେ ହିତାଧିକାରୀଙ୍କଠାରୁ ପିଇଓ ଲାଞ୍ଚ ନେଉଥିବା ଭଡ଼ିଓ ଭାଇରାଲ ହୋଇଥିଲା ଏହି ଘଟଣାରେ ପିଇଓ ଙ୍କ ବିରୋଧରେ ୯ଜୁଲାଇ ରେ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯାଇଛି ।

ତେବେ ଅଭିଯୁକ୍ତ ପିଇଓଙ୍କ ନାମରେ ଭୁବନ ଥାନାରେ ଏକ ମାମଲା ରୁଜୁ କରିବାକୁ ଜିଲ୍ଲାପାଳ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

new life
You might also like
error: Content is protected !!