News
WhatsApp Image 2023-10-04 at 17.25.00
samparksetu

ବର୍ଷା ଦିନରେ କୂଅପାଣି ବନ୍ଦ ; ଥାନା ର ଦ୍ୱାରସ୍ଥ ଅଭିଯୋଗକାରୀ

ଭୁବନ ବ୍ଲକ ଧଳପଡା ପଂଚାୟତ ଅନଳ ଗ୍ରାମ ର ଗୋଟିଏ ପରିବାର କୁ କୂଅ ରୁ ପାଣି ନଦେବାରୁ ସେମାନେ ଥାନା ର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି ।ଅନଳ ଗ୍ରାମର ସୁରେନ୍ଦ୍ର ସାହୁ ଙ୍କ ପତ୍ନୀ ଅନ୍ନପୂର୍ଣ୍ଣ। ସାହୁ ଦଣ୍ଡକାଳୀ ପୀଠ ନିକଟରେ ପନ୍ଦର ବର୍ଷ ହେଲା ଘର କରି ସର୍ବସାଧାରଣ ଙ୍କ ନିମନ୍ତେ ଉଦ୍ଧିଷ୍ଟ କୂଅ ରୁ ପାଣି ବ୍ୟବହାର କରନ୍ତି ।

କିନ୍ତୁ ଗତ ୨ ଦିନ ହେଲା କୂଅ ରେ ବାଡ଼ ପକାଇ ଦେଇଛନ୍ତି ସୁକାନ୍ତ ମହାପାତ୍ର ଙ୍କ ସମେତ ତିନିଜଣ ବ୍ୟକ୍ତି ଯାହା ଫଳରେ ୨ ଦିନ ହେଲା ପାଣି ବ୍ୟବହାର କରିବାରୁ ବଂଚିତ ରହି ପ୍ରଥମେ ଧଳପଡା ସରପଞ୍ଚ ଙ୍କୁ ଜଣାଇଥିଲେ କିଛି ସମାଧାନ ନହେବାରୁ ଭୁବନ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି ।

new life
You might also like
error: Content is protected !!