News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ନୂତନ ୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଘରୋଇ ସଂଗରୋଧରୁ ୪୧ ଜଣ ଚିହ୍ନଟ ହୋଇଥିବା ବେଳେ ଡାକ୍ତରଖନାରୁ ୩ ଜଣ ଚିହ୍ନଟ ।

ହିନ୍ଦୋଳ ବ୍ଳକ୍ ତରକାବେଡ଼ା ୧୦ , ମାଧପୁର ୧ , ଟାଙ୍ଗିଶାଳ ୧ , ଇଲିରସିଙ୍ଗା ୧

ଢେଙ୍କାନାଳ ମୁନିସିପାଲିଟି କାରିଗର ସାହି ୧ , ମହାବିର ବଜାର ୧ , ଷ୍ଟେସନ ବଜାର ୧ , ଦୁର୍ଗା ବଜାର ୧ , ବନମାଳିପ୍ରସାଦ ୧

ଓଡ଼।ପଡା ବ୍ଳକ୍ ଝାରଦା ୧ , ହିନ୍ଦୋଳ ରୋଡ଼ ୧ , କୋଟବେରଣ। ୧ , ଜରିପାଳ ୧

ସଦର ବ୍ଳକ୍ ରଞ୍ଜ। ୧ , ମଙ୍ଗଳପୁର ୧ , ମହୁଲପୁଞ୍ଜି ୧ , ବଣସିଂହ ୧

ଗଁଦିଆ ବ୍ଳକ୍ ବିରିଖୁଣ୍ଟି ୧ , କରଡାବଣି ୧ , ବଡ଼ ପୋଖରୀ ୧

କାମାକ୍ଷାନଗର ଏନଏସି୨ , ଭୁବନ ଏନଏସି ୨ , କାମାକ୍ଷାନଗର ବ୍ଳକ୍ ୧ ଏବଂ ଅନ୍ୟ ଡାକ୍ତରଖାନାରୁ ୧ ଚିହ୍ନଟ ।

ଜିଲ୍ଲାରେ ୯୮ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୭୩୫ ଚିକିତ୍ସିତ ହେଉଛନ୍ତି ।

new life
You might also like
error: Content is protected !!