News
WhatsApp Image 2023-10-04 at 17.25.00
samparksetu

୪ ମହଲାରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ;ସୁରକ୍ଷାକର୍ମୀ ଓ ପୋଲିସ ଯୋଗୁଁ ବର୍ତ୍ତିଲା ଯୁବକ !

ଢେଙ୍କାନାଳ ମୁଖ୍ୟ ଚିକତ୍ସି ।ଳୟରେ ଆତ୍ମହତ୍ୟା କରବାକୁ ଉଦ୍ୟମ କରୁଥିବା ଏକ ଯୁବକକୁ ସୁରକ୍ଷାକର୍ମୀ ଏବଂ ପୋଲିସଙ୍କ ଉଦ୍ୟମରେ ଅଳ୍ପକେ ବର୍ତ୍ତି ଯାଇଥିବାର ଜଣାପଡିଛି ।

ଦକ୍ଷଣିକାଳୀ ଅଞ୍ଚଳର ରବିନାରାୟଣ ବେହେରାଙ୍କ ପଅୁ ରଜନୀକାନ୍ତ ନିଶା ସେବନ କରି ୪ ମହଲାର ପରୁଷ ବିଭାଗ ମେଡସିନ ୱ।ର୍ଡରେ ଭର୍ତ୍ତି ହୋଇଥିଲେ ।

ଅପରାହ୍ନ ୪ଟା ସମୟରେ ହଠାତ୍ ଯୁବକ ନିଜ ୧୧୯ ନମ୍ବର ବେଡରୁ ଉଠି ସିଡି ପାଖରେଥିବା ଝରକାରୁ ତଳକୁ ଡେଇଁବାକୁ
ଉଦ୍ୟମ କରଥିଲେ । ଏହି ସମୟରେ ସେଠାରେ ଥବା ସୁରକ୍ଷାକର୍ମୀ ଏବଂ ପୋଲସ ବହୁ କଷ୍ଟରେ ଝରକା ଉପରୁ ତାଙ୍କୁ ସୁରଖିତ ଭାବେ କାବୁ କରିଥିଲେ । ଖବର ପାଇ ପିସିଆର ଭ୍ୟାନ ଚିକିତ୍ସାଳୟରେ ପହଁଚି ତଦନ୍ତ କରିବା ସହ , ଯବୁକକୁ କଟକ ସ୍ଥାନାନ୍ତର କରାଯାଛି ।

new life
You might also like
error: Content is protected !!