News
WhatsApp Image 2023-10-04 at 17.25.00
samparksetu

ପ୍ରକୃତି କୋଳରେ ସପ୍ତଶଯ୍ୟା

ଢେଙ୍କାନାଳର ସହର ରୁ ୧୧ କିମି ଦୂରରେ ରହିଛି ପ୍ରlକୃତିକ ସୌନ୍ଦର୍ଯ୍ୟ ଭରା ସପ୍ତଶଯ୍ୟା । ପୌରାଣିକ କଥା ଅନୁଯାୟୀ ପାଣ୍ଡବମାନେ ଅଜ୍ଞାତବାସ ସମୟରେ ଏଠାରେ ଥିବା ପର୍ବତମାଳlରେ ବସବାସ କରୁଥିଲେ।

ତେଣୁ ଏଠାରେ ରଘୁନାଥ ଜୀଉ ମନ୍ଦିରରେ ରାମ, ଲକ୍ଷ୍ମଣ, ସୀତା ଙ୍କ ମୂର୍ତ୍ତି ସ୍ଥାପନ ହୋଇଛି। ଏହି ମନ୍ଦିର ରାଣୀ ରତ୍ନପ୍ରଭା ଦେବୀ ନିର୍ମାଣ କରିଥିଲେ । ଏଠାକୁ ବହୁ ଶ୍ରଦ୍ଧାଳୁ ଭକ୍ତ ଆଗମନ କରନ୍ତି। ଏଠାରେ ରହିଛି ଏକ ଝରଣା ଯାହା ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ବୃଦ୍ଧି କରୁଛି
। ସମୟ କାଟିବା ଓ ବଣଭୋଜି କରିବା ପାଇଁ ଏହି ସ୍ଥାନଟି ଅତି ମନୋରମ ଅଟେ।

new life
You might also like
error: Content is protected !!