News
WhatsApp Image 2023-10-04 at 17.25.00
samparksetu

ଗଛରେ ପିଟି ହେଲା ବାଇକ୍ ; ଯୁବକ ମୃତ

ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ନିହଲ ପ୍ରସାଦ ମୁଖ୍ୟ ରାସ୍ତା ନିହଲପ୍ରସାଦ ଥାନା ନିକଟରେ ଗୁରୁବାର ରାତି ୯ ଘଟିକା ସମୟରେ ଏକ ବାଇକ୍ ବର ଗଛରେ ଭାରସ୍ୟ।ମ ହରାଇ ପିଟି ହେବା ଫଳରେ ବାଇକ୍ ଆରୋହୀ ଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ଇଚ୍ଛାପୁର ଗ୍ରାମର ବିଷ୍ଣୁ ପଧାନ ଙ୍କ ପୁଅ ପୁନିଆ ପଧାନ (୨୩) ବୋଲି ସୂଚନା ।

ସୂଚନା ଅନୁଯାୟୀ , ପୁନିଆ ନିଜ ବାଇକ୍ ଯୋଗେ ପିଙ୍ଗୁଆ ପଟୁ ଆସୁଥିବା ବେଳେ ଭାରସ୍ୟ।ମ ହରାଇ ନିହଲପ୍ରସାଦ ଥାନା ନିକଟରେ ରାସ୍ତା କଡରେ ଥୁବ ଏକ ବର ଗଛରେ ପିଟି ହୋଇଥିଲେ । ପରେ ଥାନା ଅଧିକାରୀ ଙ୍କ ସହଯୋଗରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଶ୍ରୀ ରାମଚନ୍ଦ୍ର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ତାଙ୍କୁ ଧଇଁ। ସେଠାରେ ଡାକ୍ତର ତାଙ୍କୁ ମୃତକ ଘୋଷଣା କରିଥିଲେ ।

new life
You might also like
error: Content is protected !!