News
WhatsApp Image 2023-10-04 at 17.25.00
samparksetu

ସାପ୍ତାହିକ ହାଟକୁ ବନ୍ଦ କରିବାକୁ ନୋଟିସ ଜାରି କଲା ପ୍ରଶାସନ

ଢେଙ୍କାନାଳ ସଦର ବ୍ଳକ୍ ବାଲ୍ୟମ୍ବା ପଞ୍ଚାୟତ ନୂଆହାଟ ରେ କିଛି ଦିନ ତଳେ କିଭଳି କୋଭିଡ ନିୟମକୁୁ ଫୁ କରି ସାପ୍ତାହିକ ହାଟ ବସିଥିଲା , ତାହା ଆମେ ଢେଙ୍କାନାଳ ଅପଡେଟ ରେ ପ୍ରସାରଣ କରିଥିଲୁ ।

ଲକଡାଉନ ରେ ହାଟକୁ ବାରଣ କରାଯାଉଥିବା ବେଳେ କାହାର ନିର୍ଦ୍ଦେଶ କ୍ରମେ ଏହି ହାଟ ବସିଥିଲା ତାହା ଏକ ପ୍ରଶ୍ନବାଚୀ, ସୃଷ୍ଟି ହୋଇଥିଲା ।

ତେବେ ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ , ତେବେ ଆସନ୍ତା କାଲି ୨୦ମଇ ରେ ବସିବାକୁ ଥିବା ସାପ୍ତାହିକ ହାଟକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛି ପ୍ରଶାସନ ।

new life
You might also like
error: Content is protected !!