News
WhatsApp Image 2023-10-04 at 17.25.00
samparksetu

ପୋଖରୀ ରେ ବୁଡି ବୃଦ୍ଧଙ୍କ ମୃତ୍ୟୁ !

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମହୁଲପାଳ ଗ୍ରାମର ଶିବ ମନ୍ଦିର ସାମ୍ନାରେ ଥିବା ନୂଆପୋଖରୀ ରେ ବୁଡ଼ି ଆଜି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ , ଆଜି ପୂର୍ବାହ୍ନ ଏଗାରଟା ବେଳେ ଗାଧୋଇ ଯାଇଥିଲେ ଗ୍ରାମର ମୁରଲୀଧର ସାହୁ (୬୨)ପାହାଚରୁ ଗୋଡ ଖସି ଯିବାରୁ ବୁଡି ଯାଇଥିଲେ ।

ଶିବ ମନ୍ଦିରରେ ବସିଥିବ ଲୋକ ଖୋଜାଖୋଜି କରିବାର ଦଶମିନିଟି ପରେ ପାଇଥିଲେ ତାଙ୍କୁ ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନ ଡାକ୍ତରଖାନାକୁ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିବର ସୂଚନା ମିଳିଛି ।

new life
You might also like
error: Content is protected !!