News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ କଲେଜର ନୂତନ ଅଧ୍ୟକ୍ଷ ଭାବରେ ଯୋଗ ଦେଲେ ଶ୍ରୀ ରଞ୍ଜିତ କୁମାର ପ୍ରଧାନ

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବରେ ସୋମବାର ଯୋଗ ଦେଇଛନ୍ତି ଶ୍ରୀ ରଞ୍ଜିତ କୁମାର ପ୍ରଧାନ । ପୂର୍ଵତନ ଅଧ୍ୟକ୍ଷ। ଡ଼. ରଶ୍ମି ମିଶ୍ରଙ୍କ ଅବସର ଗ୍ରହଣ ପରେ ଶ୍ରୀ ପ୍ରଧାନ କାର୍ଯ୍ୟଭାର ଗ୍ରହଣ କୁ ନେଇ ଛାତ୍ରଛାତ୍ରୀ ତଥା ସହକର୍ମୀ ମାନଙ୍କ ମଧ୍ୟରେ ଉତ୍ସ।ହ ଦେଖା ଦେଇଛି ।

ଶ୍ରୀ ପ୍ରଧାନ ପୂର୍ବରୁ ଇଂରାଜୀ ଭାଷା ସାହିତ୍ୟର ଜଣେ ପ୍ରବୀଣ ପ୍ରାଧ୍ୟାପକ ଭାବରେ ଅଧ୍ୟାପନା ସହ କଲେଜର ବହୁମୁଖୀ ଦାୟିତ୍ୱ ସମ୍ଭାଳି ଆସୁଥିଲେ ।

ଦାୟିତ୍ୱ ଗ୍ରହଣ ପରେ ,ସରକାର ,ଜିଲ୍ଲାପ୍ରଶାସନ , ପୁରାତନ ଛାତ୍ର ପରିଷଦ ତଥା ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ଆଗମୀ ଦିନରେ ମହାବିଦ୍ୟାଳୟ କୁ ସଫଳତା ର ଶୀର୍ଷରେ ପହଞ୍ଚାଇବାକୁ ଉଦ୍ୟମ କରିବେ ବୋଲି ସେ ମତ ପ୍ରକାଶ କରିଛନ୍ତି ।

ଏହି ଅବସରରେ ମହା ବିଦ୍ୟାଳୟର ଅଧ୍ୟ।ପକ- ଅଧ୍ୟାପିକା , କର୍ମଚାରୀ ମାନେ ପୁଷ୍ପଗୁଛ ଦେଇ ତାଙ୍କୁ ସ୍ବାଗତ କରିଛନ୍ତି ।

new life
You might also like
error: Content is protected !!