News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ୨୫୧ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାର ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୧ ହୋଇଛି। ଘରୋଇ ସଂଙ୍ଗରୋଧରୁ ୨୩୦ ଓ ଡାକ୍ତରଖାନାର ୨୧ ଜଣଙ୍କ ନିକଟରେ କରୋନା ଚିହ୍ନଟ ହୋଇଛି।

ଜିଲ୍ଲାପାଳ ପରଜଙ୍ଗ ବ୍ଳକ ସିହଡା ଗ୍ରାମକୁ ଆଜିଠାରୁ ୨୭ ତାରିଖ ସକାଳ ୭ ଘଟିକା ପର୍ଯ୍ୟନ୍ତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ।

ପରଜଙ୍ଗ ବ୍ଲକର ସିହଡା ୩୫, ପରଜଙ୍ଗ ୪, ବସୋଇ ୨ ଓ ଲୋଧଣୀ, କୁଆଳୋ, ବଡଝରା, ବସୁଲେଇ, ନାରଣପଡା ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

ସଦର ବ୍ଲକର ବାରଦା, ମହୁଲପଡା ୪ ଜଣ ଲେଖାଏଁ, ସପ୍ତଶଯ୍ୟା ୩, ସୋଗରପଶି, ବାରୁଆଁ, ତାଳବରକୋଟ, ଦେଓପଡା, ଗେଙ୍ଗୁଟିଆ, ପୋଡାଖୁଣିଆ, ବଡଗିଳା ଗାଁ ର ୨ ଜଣ ଲେଖାଏଁ ଓ ମଙ୍ଗଳପୁର, ଅସନପଟିଆ, ବେବର୍ତ୍ତା କାଟେଣୀ, ସଂସାଇଲୋ, ପାରିଖେଦ, ଜହ୍ନିତୈଳା, ବୋରାପଦା, ରାଇପୁର, ବେଲଟିକିରି, ନଡିଆଳି, ତରଭା, ଗୋବିନ୍ଦପୁର ଗାଁ ର ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ଗଁଦିଆ ବ୍ଲକର ବିଶ୍ବନାଥ ପୁର ୮, ଦେଓଗାଁ ୫, ମହାପଦା ୩, ବଲ୍ଲଭ, ପଞ୍ଚକେନ୍ଦୁ, ପିଙ୍ଗୁଆ, ମହୁଲଖୋଳି ଗାଁ ର ୨ ଜଣ ଲେଖାଏଁ ଓ ଯାନ୍ଦାପଶି, ଗଁଦିଆ, ପୁରୋହଖୋଜ, ଝିଲ୍ଲୀ, ଯୋରନ୍ଦା, ଚଡକମରା, ଜମୁସରା, ବିଧାରପୁର, ନୂଆଗଡ, ଦିଗାମ୍ବରପୁର, କାଙ୍କଲୁଣ୍ଡା, ମନ୍ଦାର ଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

ଢେଙ୍କାନାଳ ମୁନିସିପାଲିଟିର ଗୁଡିଆନାଳୀ ୪, ଦେଉଳ ସାହି, ବାଜିଚୌକ, ସିମିଳିଆ ଗାଁ ର ୩ ଜଣ ଲେଖାଏଁ, କୁଞ୍ଜକାନ୍ତ, ହାଟରୋଡ, ଜୁବୁଲି ଟାଉନ, ଗଣେଶ ବଜାର, ଆନନ୍ଦ ନଗର, ଡିଏଚଏଚ, ଲକ୍ଷ୍ମୀ ବଜାର, ରାମେଶ୍ବର ପୁର, ରିଜର୍ଭ ପୋଲିସ ଲାଇନ, କାଠଗଡା, ଭାଗିରଥି ବିହାର, ଦୁର୍ଗା ବଜାର, ଦକ୍ଷିଣକାଳୀ, ଷ୍ଟେସନ ବଜାର ଅଞ୍ଚଳରୁ ଜଣେ ଲେଖାଏଁ ସଂକ୍ରମିତ ଅଛନ୍ତି।

ପୋଡାପଡା ରୁ ୫, କୁଶପଙ୍ଗା ୩, ରଞ୍ଜାସିଙ୍ଗା, ଚାଇଁପୁର, କୁରୁଣ୍ଟି, ଓଡାପଡା, ବଳରାମପୁର, ଗୋଡିଡିହି ଗାଁ ର ୨ ଜଣ ଲେଖାଏଁ ଓ ନଗାରି, ନୀଳାମ୍ବର ପୁର, ବେଲପଡା, ନରେନ୍ଦ୍ର ପୁର, ଧାନମଣ୍ଡଳ, କାଶିଆଡିହି, ନୂଆବାଙ୍ଗୁରୁସିଙ୍ଗ, ନିମିଧା ଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

କାମାକ୍ଷାନଗର ବ୍ଲକର ବାଇସିଙ୍ଗା ୭, କନ୍ତିଓପୁଟସାହି ୩, ତୁମୁଁସିଙ୍ଗା, ଖୁଣ୍ଟବାଟି ଗାଁ ର ୨ ଜଣ ଲେଖାଏଁ ଓ ବାରୁଆଁ, ମହୁଲି, ବିଜାଡିହି, କୋଟଗରା, ବୋଲୁଅ, ଅଁଳାଝରି, ଗୋରଡିଆ, ଖଟୁଆହତା ଗାଁ ର ଜଣେ ଲେଖାଏଁ ସଂକ୍ରମିତ ଅଛନ୍ତି।

ଭୁବନ ବ୍ଲକର ଗୋରଡିଆ ୧୨, ମଠକରୋଗଳା ୨, ଯମୁନାକୋଟ, ମୁରୁଗା, ଜିନେଇଲୋ, ସରଦେଇପୁର ଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

ହିନ୍ଦୋଳ ବ୍ଲକର ନମବାହାଳୀ ୪, ରାସୋଳ ୨ ଓ ବଙ୍କଟିଆ, ହାତୁରା, ସେରେଣାବେଡା, କାରନ୍ଦାର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।
ହିନ୍ଦୋଳ ଏନଏସିର ନୂଆପାଣିସାହି ୩, ଗୋବିନ୍ଦବେରେଣୀ, ବନମାଳୀ ପୁର, ଟାଙ୍ଗିଶାଳ, ପାଟଣା ଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

କଙ୍କଡ଼ାହାଡ଼ ବ୍ଲକର ପୋଇ, ଭେରୁଣୀଆ, କରୋଗଳା ଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।ଡାକ୍ତରଖାନାରେ ଚିହ୍ନଟ ୪ ଜଣଙ୍କର ଠିକଣା ହସ୍ତଗତ ହୋଇ ପାରି ନାହିଁ।

ଗତକାଲି ୫୪ ବର୍ଷୀୟ ଜଣେ ବ୍ୟକ୍ତି କରୋନାରେ ମୃତ୍ୟୁ ବରଣ କରିଛନ୍ତି। ୨୩୬ ଜଣ ସୁସ୍ଥ ହୋଇ ଥିବା ବେଳେ ୧୮୪୫ ଜଣ ଚିକିତ୍ସିତ ହେଉଛନ୍ତି। ସମୁଦାୟ ୩୪ ମୃତ ।

new life
You might also like
error: Content is protected !!