News
WhatsApp Image 2023-10-04 at 17.25.00
samparksetu

ଜୈବିକ ଚାଷ ଉପରେ ଆଲୋକପାତ

ପରଜଙ୍ଗ ଥାନା କଙ୍କଡାହାଡ ବ୍ଲକ ବାମ ପଞ୍ଚାୟତ ରଗଡା ସାହି ଠରେ ଆଇସିଆଇ ଢେଙ୍କାନାଳ ଶାଖା ତରଫରୁ ୨୦ଗୋଟି ସ୍ଵଂୟ ସହାୟକ ଗୋଷ୍ଠୀ ମହିଳା ସଂଗଠନକୁ ନେଇ ଆଜି ଜୈବିକ ଚାଷ ଉପରେ ଏକ ସଭା ଆୟୋଜନ କରାଯାଇଥିଲା l

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାମ ପଞ୍ଚାୟତର ସରପଞ୍ଚ ଫକିର ମହାନ୍ତ ଯୋଗ ଦେଇଥିଲେ ଏବଂ ସମ୍ମାନିତ ଅତିଥି ଭାବେ ସମିତ ସଭ୍ୟା ଲକ୍ଷ୍ମୀ ହେସା ଯୋଗଦେଇଥିଲେ l ଉପସ୍ଥିତ ମହିଳା ଗ୍ରୁପ ମାନଙ୍କୁ ଆଇସିଆଇ ପକ୍ଷରୁ ମକା ଓ ମାଣ୍ଡିଆ ବିହନ ବିନା ମୂଲ୍ୟରେ ପ୍ରଦାନ କରାଯାଇଥିଲା l

ପରବର୍ତ୍ତୀ ପର୍ଯ୍ୟାୟରେ ସଂସ୍ଥା ତରଫରୁ ପ୍ରତ୍ୟକ ପରିବାରକୁ ୧୦ଟି ଲେଖା ଫଳ ଗଛ ଯୋଗାଇ ଦିଆଯିବା ନିମନ୍ତେ ସସ୍ଥାର କର୍ମଚାରୀ ଶ୍ରୀ ଆଶୁଶେଷ ପଣ୍ଡା କହିଥିଲେ l ଏହି କାର୍ଯ୍ୟକ୍ରମରେ ମଧୁସ୍ମିତା ସିଂହ, ଶୁରେସ ମୁଣ୍ଡା, ପ୍ରଭାତୀ ଦେହୁରୀ ଯୋଗ ଦେଇଥିଲେ l

new life
You might also like
error: Content is protected !!