News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରୁ ନୂତନ ୭୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରୁ ନୂତନ ୭୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଙ୍କ ମଧ୍ୟରେ ଘରୋଇ ସଂଗରୋଧ ରୁ ୬୪ ଏବଂ ହସ୍ପିଟାଲରୁ ୯ଜଣ ଚିହ୍ନଟ ଅଛନ୍ତି।

ଢେଙ୍କାନାଳ ପୌରାଞ୍ଚଳ ରରଗଡିସାହି, ଗୁଡିଆନାଳି , ଜିଏନଏମଟିଏସ ଏବଂ ଦେଉଳସାହିରୁ ୩ଜଣ ଜଣେ ଲେଖାଏଁ । କୋରିଆ, କୁଞ୍ଜକାନ୍ତ , କାଠଗଡା ,ବାଜିଚୌକ , ମହିଷାପାଟ , କାରିଗର ସାହି, ହାଟରୋଡ଼ , ଅମଲାପଡ଼ା ମୀନାବଜାର , ରେଙ୍ଗାଲୀ କଲୋନୀ ରୁ ୧ ଲେଖାଏଁ ଏବଂ କାଲଟାକ୍ସ ରୁ ୨ ଚିହ୍ନଟ ।

ସଦର ବ୍ଲକ ଗୋବିନ୍ଦପୁର , କଙ୍କଡାହାଡ଼ , ତାଳବରକୋଟ , ଦେଓପଡ଼ା , ଲମ୍ବୋଦରପୁର , ନାରଣପୁର ନିମିଚିରା ରେଗେଡା ଏବଂ ତାଳବରକୋଟ ରୁ ୧ ଲେଖାଏଁ । ମାଣପୁର ରୁ ୪ ଜଣ ଚିହ୍ନଟ ।

ଓଡାପଡା ବ୍ଲକ ସିମିନଇରୁ ୭ଜଣ ଏବଂ ବେଶାଳିଆରୁ ଜଣେ ଚିହ୍ନଟ ।

ଗଁଦିଆ ବ୍ଲକ ଦେଓଗାଁ , ସନ୍ଥପୁର ,ବାରଦା , ପୋରୁହଖୋଜ , ନୂଆଗାଁ , ରାଇତଳା , ନିହଲପ୍ରସାଦ ରୁ ଜଣେ ଲେଖାଏଁ ଚିହ୍ନଟ ।

କାମାକ୍ଷାନଗର ବ୍ଲକ କଣ୍ଟାପାଳ ରୁ ୩ , ସୋଗର , ଗାଙ୍ଗି ଯୋଡି , ଭାଗିରଥିପୁର ରୁ ଜଣେ ଲେଖାଏଁ ଚିହ୍ନଟ ।

ପରଜଙ୍ଗ ବ୍ଲକ କୁଆଳୁରୁ ୪ଜଣ ଏବଂ କଙ୍କିଳିରୁ ଜଣେ ଚିହ୍ନଟ ।

କାମାକ୍ଷାନଗର ଏନଏସି ୧ , ଭୁବନ ଏନଏସି ୧ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଡାକ୍ତରଖାନାରୁ ୩ ଚିହ୍ନଟ ।

ହିନ୍ଦୋଳ ବ୍ଲକ ବୁହାଳିପାଳ, କଂସରା, ବାଲିମି ଏବଂ ବରଡ଼ାପାଳରୁ ଜଣେ ଲେଖାଏଁ ଅଛନ୍ତି।

ଜିଲ୍ଲାରେ ୫୮ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୭୨୦ ଚିକିତ୍ସିତ ଅଛନ୍ତି ।

new life
You might also like
error: Content is protected !!