News
WhatsApp Image 2023-10-04 at 17.25.00
samparksetu

ମା ହିଙ୍ଗୁଳା (ଅଣ୍ଡର ୧୯) ଟୁନାମେଣ୍ଟ ର ଫାଇନାଲ ମ୍ୟାଚ ଆଜି ଅନୁଷ୍ଠିତ : ମୃଦଙ୍ଗା ବିଜୟୀ

‌କୋଭିଡ ଟିକାର ସମ୍ଭାବ୍ୟ ଟିକାକରଣ ଆରମ୍ଭକୁ ଲକ୍ଷ୍ୟ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ରିକେଟ ଟୁନାମେଣ୍ଟର ଆୟୋଜନ ଦେଖିବାକୁ ମିଳିଛି।

ଭୁବନ ବ୍ଲକ ମୃଦଙ୍ଗା କ୍ରିକେଟ ପଡ଼ିଆରେ ମା ହିଙ୍ଗୁଳା (ଅଣ୍ଡର ୧୯) ଟେନିସବଲ ଟୁନାମେଣ୍ଟ ର ଫାଇନାଲ ମ୍ୟାଚ ଆଜି ଅନୁଷ୍ଠିତ ହୋଇଥିଲା।

ଆଜିର ମ୍ୟାଚରେ ସ୍ଥାନୀୟ ମୃଦଙ୍ଗା ଟିମ୍ ଓ କନ୍ତିରା ଟିମ୍ ମଧ୍ୟରେ ହୋଇଥିଲା। ପ୍ରଥମେ ଟସ ଜିତି ମୃଦଙ୍ଗା ଟିମ୍ ବ୍ୟାଟିଂ କରି ୧୫ ଓଭରରେ ୮ଓ୍ବିକେଟ ବିନିମୟରେ ୧୪୫ ରନ କରିଥିଲା। ପ୍ରତିପକ୍ଷ କନ୍ତିରା ଟିମ୍ ୧୫ ଓଭରରେ ୯ ଓ୍ବିକେଟ ହରାଇ ୧୧୦ ରନ କରି ପରାଜୟ ବରଣ କରିଥିଲା। ମୁଖ୍ୟ ଅତିଥି ଭାବେ ସୁର୍ଯ୍ଯଦିପ୍ତ ପ୍ରଧାନ ଓ ଇଂ. ଆଲୋକ ରଞ୍ଜନ ପ୍ରଧାନ ଯୋଗ ଦେଇଥିଲେ।

new life
You might also like
error: Content is protected !!