News
WhatsApp Image 2023-10-04 at 17.25.00
samparksetu

ଢେ଼ଙ୍କାନାଳ ଜିଲ୍ଲା ଭୁବନ ଏନ.ଏ.ସି ଅଞ୍ଚଳରେ ଢେ଼ଙ୍କାନାଳ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ପାଳିତ ହୋଇଯାଇଛି ଜାତୀୟ ସଡ଼କ ସୁରକ୍ଷା ମାସ

ଢେ଼ଙ୍କାନାଳ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଏକ ସଚେତନତା ରଥ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନତା କରାଯାଇଛି । ଭୁବନ ପୋଲିସ, ଘରୋଇ ମୋଟର ଚାଳକ ସଙ୍ଘ, ତୃପ୍ତି ପାଠାଗାର ପକ୍ଷରୁ ସଚେତନତା ରଥକୁ ସ୍ୱାଗତ କରାଯାଇଥିଲା । ରାସ୍ତାରେ ଯାଉଥିବା ଯାତ୍ରୀ ମାନଙ୍କୁ ଲିଫଲେଟ ବାଣ୍ଟି ସଚେତନ କରାଇଥିଲେ ।

ଏହି କାର୍ଯ୍ୟକ୍ରମରେ ଭୁବନ ପୋଲିସ ପକ୍ଷରୁ ଏ.ଏସ.ଆଇ ପ୍ରଭାତ ରାଉତ, ଘରୋଇ ମୋଟର ଚାଳକ ସଙ୍ଘର ଛବିଳ ପୃଷ୍ଟି , ତୃପ୍ତି ପାଠାଗାର ସଦସ୍ୟ ପୂର୍ଣ୍ଣ ଚନ୍ଦ୍ର ସାହୁ ଓ ଜୟଗୁରୁ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

new life
You might also like
error: Content is protected !!