News
WhatsApp Image 2023-10-04 at 17.25.00
samparksetu

ବନବିଭାଗ ତରଫରୁ ସଚେତନତା ରଥ ପରିକ୍ରମା

ଓଡିଶା ବନାଞ୍ଚଳ ଉନୟନ ପ୍ରକଳ୍ପ ଆନୁକୂଲ୍ୟରେ ଆଜି କାମାକ୍ଷାନଗର ବନଖଣ୍ଡ ରେ ଜନ ସଚେତନତା ରଥ ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବନବିଭାଗ ବଙ୍ଗଳା ଠାରୁ ଏହି ସଚେତନତା ରଥ ବାହାରି କାମାକ୍ଷାନଗର ପୂର୍ବାଞ୍ଚଳ ଓ ପଶ୍ଚିମାଞ୍ଚଳ ରେଞ୍ଜ ର ସମସ୍ତ ବନ ସୁରକ୍ଷା ସମିତି ମାନଙ୍କୁ ସଚେତନ କରାଯାଇଥିଲା ।

ମୁଖ୍ୟତଃ ଜଙ୍ଗଲ ର ସୁରକ୍ଷା ତଥା ବନ୍ୟଜନ୍ତୁ ଙ୍କ ସୁରକ୍ଷା ଏହି ସଚେତନତା ରଥ ପରିକ୍ରମା ରାଲି ର ଉଦେଶ୍ୟ ରହିଥିଲା । କାମାକ୍ଷାନଗର ପୂର୍ବାଞ୍ଚଳ ଓ ପଶ୍ଚିମାଞ୍ଚଳ ରେଞ୍ଜର ଙ୍କ ତତ୍ଵାବଧାନ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

new life
You might also like
error: Content is protected !!