News
WhatsApp Image 2023-10-04 at 17.25.00
samparksetu

ହାତୀ ଉପଦ୍ରବ ରୁ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଟଣା ଯାଇଥିଲା ସୋଲାର ତାର ଚୋରି !

ଢେଙ୍କାନାଳ ସଦର ରେଞ୍ଜ ଗଦାଶିଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଝାରଗଡ଼ିଆ ଠାରୁ ମହିଧରପୁର ପର୍ଯ୍ୟନ୍ତ ୬ କିଲୋମିଟର ଓ ସୁଧାଡିହକାଟେଣି ଠାରୁ କାଉଁରିଆ ପାଳ ପର୍ଯ୍ୟନ୍ତ ୬ କିଲୋମିଟର ପର୍ଯ୍ୟନ୍ତ ରେଳ ଧାରଣା ପାର୍ଶ୍ଵରେ ହାତୀ ଉପଦ୍ରବ ରୁ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଟଣା ଯାଇଥିଲା ସୋଲାର ତାର । ଯାହା ଏବେ ସେଠାରୁ ଚୋରି ହୋଇଯାଇଥିବାର ଦେଖିବାକୁ ମିଳିଛି ।

ଚୋର ମାନେ ତାର ଗୁଡିକ କାଟି ନେଇଥିବା ବେଳେ କେବଳ ଖୁଣ୍ଟ ଛିଡା ହୋଇଛି।ଏବେ ଜନଜୀବନ ସୁରକ୍ଷା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

new life
You might also like
error: Content is protected !!