News
WhatsApp Image 2023-10-04 at 17.25.00
samparksetu

ଇଲେଇଜଙ୍ଗ ଠାରେ ଉଦଘାଟନ ହେଲା ନୂତନ ସ୍ୱରସତୀ ଶିଶୁ ବିଦ୍ୟା ମନ୍ଦିର

ଆଜି ପବିତ୍ର ସ୍ୱରସତୀ ପୂଜାରେ ଢେ଼ଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ମଠତେନ୍ତୁଳିଆ ଗ୍ରାମପଞ୍ଚାୟତ ଇଲେଇଜଙ୍ଗ ଶ୍ରୀକ୍ଷେତ୍ର ଗାର୍ମେଣ୍ଟସ ପାଖରେ ଏକ ସ୍ୱରସତୀ ଶିଶୁ ବିଦ୍ୟା ମନ୍ଦିର ସ୍ଥାପନ ହୋଇଯାଇଛି ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅମୁଲି ବେହେରା ଯୋଗ ଦେଇ ସ୍କୁଲ କୁ ଉଦଘାଟନ କରିଥିଲେ। ଓ ସଂମାନୀୟ ଅତିଥି ଭାବରେ ହାଡିବନ୍ଧୁ ସାହୁ, ଶଶୀଦେବ ବେହେରା,ଅରୁଣ କୁମାର ପୁହାଣ, କୋଦଣ୍ଡଧର ସାହୁ ଉପସ୍ଥିତ ରହି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।

new life
You might also like
error: Content is protected !!