News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣର ପ୍ରଭାବ ; ଜଳିଲା ବାଜିରାଉତ ସେତୁର ଆଲୋକ

ପ୍ରାୟ ୧୦ ଦିନ ଅଧିକ ଦିନ ହେବ ବାଜିରାଉତ ସେତୁର ଗୋଟିଏ ପାର୍ଶ୍ଵ ର ଆଲୋକ ଅଚଳ ହୋଇ ପଡିଥିଲା , ଯାହା ଫଳରେ ପଥଚାରି ନାହିଁ ନଥିବାର ଅସୁବିଧା ଭୋଗୁଥିଲେ ।

ଜାନୁଆରୀ ୯ ତାରିଖରେ ଏ ନେଇ ଢେଙ୍କାନାଳ ଅପଡେଟ ରେ ଖବର ପ୍ରସାରଣ ହୋଇଥିଲା, ଖବର ପ୍ରସାରଣ ପରେ ବନ୍ଦ ହୋଇ ପଡ଼ିଥିବା ସେତୁ ର ଗୋଟିଏ ପାର୍ଶ୍ଵର ଆଲୋଇ କାର୍ଯ୍ୟକାରୀ ହୋଇଛି ।

new life
You might also like
error: Content is protected !!