News
WhatsApp Image 2023-10-04 at 17.25.00
samparksetu

ଗାନ୍ଧୀ ମାର୍ଗରେ ଫକିରମୋହନ ସେନାପତିଙ୍କ ଜୟନ୍ତୀ ପାଳିତ

ଢେଙ୍କାନାଳ ଠାରେ ଫକିରମୋହନ ସେନାପତିଙ୍କ ଜୟନ୍ତୀ ପାଳନ ହୋଇଯାଇଛି। ଢେଙ୍କାନାଳ ଗାନ୍ଧୀ ମାର୍ଗରେ ଥିବା ଫକିର ମୋହନ ସ୍ମୃତି ସଦନଠାରେ ଜିଲ୍ଲାପାଳ ଭୂମେଶଚନ୍ଦ୍ରକ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ସେଠାରେ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଫକିର ମୋହନଙ୍କ ଜୀବନୀ ଉପରେ ଉପସ୍ଥିତ ବକ୍ତାମାନେ ଆଲୋକ ପାତ କରିବା ସହ ସ୍ବତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ପ୍ରତି ଓ ଓଡ଼ିଆ ଭାଷା ସାହିତ ପ୍ରତି ତାଙ୍କର ଅବଦାନକୁ ସ୍ମରଣ କରିଥିଲେ।

new life
You might also like
error: Content is protected !!