News
WhatsApp Image 2023-10-04 at 17.25.00
samparksetu

ଦତ୍ତ।ତ୍ରେୟ ସାଇ ଆଶ୍ରମର ବାର୍ଷିକ ଉତ୍ସବ

ଦତ୍ତ।ତ୍ରେୟ ସାଇ ଆଶ୍ରମର ବାର୍ଷିକ ଉତ୍ସବ ଆରମ୍ଭ ହୋଇଛି । କୋଭିଡ କଟକଣା ହେତୁ ପୂର୍ବ ବର୍ଷ ତୁଳନାରେ କମ୍ ପରିମାଣର ଶ୍ରଦ୍ଧାଳୁ ବାବାଙ୍କୁ ଦର୍ଶନ କରିଥିଲେ ।

ଢେଙ୍କାନାଳ କପିଳାସ ରାସ୍ତାର କୃଷ୍ଣକୁମାରପୁର ଠାରେ ପ୍ରତିଷ୍ଠିତ ଦତ୍ତ।ତ୍ରେୟ ସାଇ ଆଶ୍ରମର ୨୦ ତମ ବାର୍ଷିକ ଉତ୍ସବ ଚଳିତ ମାସ ୨୦ ତାରିଖରେ ଆରମ୍ଭ ହୋଇ ୩ ଦିନ ଧରି ଅନୁଷ୍ଠିତ ହୋଇଛି ।ଏ ନେଇ ବିଭିନ୍ନ ରୀତିନୀତି ଏବଂ ଯଜ୍ଞ
ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ କୋଭିଡ କଟକଣା ହେତୁ ରାଜ୍ୟ ବାହାରୁ ଭକ୍ତମାନେ ଆସୁନଥିବାରୁ ସର୍ଵଭାରତୀୟ ସାଇଭକ୍ତ ସମ୍ମିଳନୀକି ବାତିଲ କରାଯାଇଛି ।

new life
You might also like
error: Content is protected !!