News
WhatsApp Image 2023-10-04 at 17.25.00
samparksetu

ଅନଲାଇନ ମାଧ୍ୟମରେ ବିଶ୍ୱ ପରିବେଶ ଦିବସ ପାଳନ

ମହିମା ମହାବିଦ୍ୟାଳୟ, ଯୋରନ୍ଦାର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ଅବସରରେ ଆଜି ଆଲୋଚନାଚକ୍ର ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି।

ଅଧ୍ୟକ୍ଷା ଡ଼ଃ ନିବେଦିତା ମହାନ୍ତିଙ୍କର ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଡ଼ଃ ସଦାନନ୍ଦ ମିଶ୍ର, ଡ଼ଃ ରତ୍ନାକର ଦାସ, ପ୍ରାଧ୍ୟାପକ ପ୍ରହଲ୍ଲାଦ କୁମାର ସ୍ୱାଇଁ, ଅଧ୍ୟାପକ ଶରତ ଚନ୍ଦ୍ର ସ୍ଵାଇଁ, ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟପିକା ଓ ଜାତୀୟ ସେବା ଯୋଜନାର ଗୀତାଞ୍ଜଳି ସାହୁ, ସୁଶୀଲ ମହାକୁଡ଼, ପ୍ରଜେଶ ଜେନା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଅଦ୍ୟ ଦିବସର ତାପ୍ତର୍ଯ୍ୟ , ପରିବେଶ ଅସନ୍ତୁଳନର ଘାତକ ପରିଣାମ ତଥା ପରିବେଶ ସୁରକ୍ଷା ପାଇଁ ଜନ ସଚେତନତା ସୃଷ୍ଟି କରିବା ପାଇଁ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀ ମାନେ ନିଜ ପ୍ରାଙ୍ଗଣରେ ସବୁଜ ବଳୟ ସୃଷ୍ଟି କରିବା ସହ ଅନ ଲାଇନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।

new life
You might also like
error: Content is protected !!