News
WhatsApp Image 2023-10-04 at 17.25.00
samparksetu

ହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ

ଢେଙ୍କାନାଳ ସଦର ରେଞ୍ଜ ଘଟିପିରି ସେକ୍ସନ ବୁଢ଼ୀବେରେଣି ପଞ୍ଚାୟତ ଚାତକ ଗ୍ରାମର ଚାଷୀ ଚଇନ ସାହୁ (୬୦) ଗତକାଲି ରାତିରେ ହାତୀ ଆକ୍ରମଣ ରେ ପ୍ରାଣ ହରାଇଛନ୍ତି ।

ବିଭାଗ ସୂତ୍ରରୁ ପ୍ରକାଶ ଯେ , ଚଇନ ଗତକାଲି ରାତି ୯ ଘଟିକାରେ ବିଲକୁ ଧାନ ଜଗିବାକୁ ଯାଇଥିଲେ , ସେଠାରେ ସେ ଏକ ହାତୀ ହାବୁଡ଼ରେ ପଡ଼ିଥିଲେ । ହାତୀ ତାଙ୍କୁ ଦଳିଦେବାରୁ ଘଟଣ। ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଡିଏଫଓ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି ।

new life
You might also like
error: Content is protected !!