News
WhatsApp Image 2023-10-04 at 17.25.00
samparksetu

ସଡ଼କ ଦୁର୍ଘଟଣା ରେ ବାଇକ୍ ଚାଳକ ଗୁରୁତର

ଢ଼େଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କାଶିପୁର ପଞ୍ଚାୟତ ର ଲହଡ଼ା ହାଇସ୍କୁଲ ଛକ ନିକଟରେ ଆଜି ଏକ ବାଇକ୍ ଦୁର୍ଘଟଣା ଘଟିଛି ।
ଏହି ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି ।ଆହତ ଜଣଙ୍କ ଯାଜପୁର ଜିଲ୍ଲାର ସୀତାହାଟ ଗ୍ରାମର ସଞ୍ଜୟ ଭୂୟାଁ ।

ସୁଚନା ଅନୁଯାୟୀ , ସଞ୍ଜୟ ବାଇକ୍ ଯୋଗେ ତାଙ୍କ ଦୂର ସମ୍ପର୍କୀୟ ଘରକୁ ଯାଇ ଫେରିବା ସମୟରେ ଦୁର୍ଘଟଣା ଘଟିଥିବାର ଜଣାପଡ଼ିଛି। ଉକ୍ତ ବାଇକ୍ ଚାଳକ ଙ୍କୁ , ଘଟଣା ସ୍ଥଳରେ ୧୦୮ ଆମ୍ବୁଲାନ୍ସ ଯୋଗେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

new life
You might also like
error: Content is protected !!