News
WhatsApp Image 2023-10-04 at 17.25.00
samparksetu

ନନ୍ଦିନିଆ ଜଳ ପ୍ରପାତ କୁ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ପାଇଁ ବିଧାୟିକା ଙ୍କୁ ଦାବିପତ୍ର

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍.ଏ.ସି ଗଡଜାତ ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ପରିପୂର୍ଣ୍ଣ ନନ୍ଦିନିଆ ଜଳ ପ୍ରପାତ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଓ ନନ୍ଦିନିଆ ଉନ୍ନତି କରଣ ପାଇଁ ବିଧାୟିକା ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ହିନ୍ଦୋଳ ଖେଳ ପଡିଆର ଉନ୍ନତିକରଣ ,ଚିକିତ୍ସାଳୟ ର ବିଭିନ୍ନ ସମସ୍ୟା,ପାନୀୟ ଜଳ ଯୋଗଣ ର ଯଥାଶୀଘ୍ର କାର୍ଯ୍ଯ ଆରମ୍ଭ ପାଇଁ ହିନ୍ଦୋଳ ର କିଛି ଯୁବକ ଦାବି ଜଣାଇ ,ହିନ୍ଦୋଳର ବିଭିନ୍ନ ସମସ୍ୟା ଓ ଅଟକି ରହିଥିବା ଉନ୍ନତି ମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥଲେ ।

ହିନ୍ଦୋଳ ର ବିଭିନ୍ନ ସମସ୍ୟା ର ସମାଧାନ କରିବା ପାଇଁ ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକ ପ୍ରତିଶୃତି ଦେବା ସହ ହନ୍ଦୋଳ ବିଜୁ ଛାତ୍ର ଓ ଯୁବ ଜନତା ଦଳ ର ହୋଇଥିବା ମନୋନୟନ ପ୍ରକ୍ରିୟା ଓ
ଅନୀୟମିତତା କୁ ଯଥାଶୀଘ୍ର ସମାଧାନ ପାଇଁ ପ୍ରତିଶୃତି ଦେଇଛନ୍ତି ।

new life
You might also like
error: Content is protected !!