News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ର ୨୪ ଘଣ୍ଟା ମଧ୍ୟରେ ଝୁଲନ୍ତା ୧୧ କେଭି ତାରକୁ ସଜାଡ଼ିଲା ଶକ୍ତି ବିଭାଗ ।

ଢେଙ୍କାନାଳ ଜିଲ୍ଲା ଲାଉଲଇ ଠାରୁ ଖଙ୍କିରା ଗାଁ ଦେଇ ଯାଇଥିବା ୧୧ କେଭି ଇଲେକ୍ଟ୍ରିକ ତାର ୭ ଫୁଟ ଉଚତାରେ ଝୁଲି ରହିଥୁବ ଖବର ଆମେ ଗତକାଲି ପ୍ରକାଶ କରିଥିଲୁ । ଏହି ତାର ଓ ଖୁଣ୍ଟ ବହୁତ ବର୍ଷ ତଳର ହୋଇଥିବା ଯୋଗୁଁ ସମୟକ୍ରମେ ତାର ଝୁଲି ପଡିଥିଲା । ଖୁଣ୍ଟଗୁଡିକ ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଯାଇଥିଲା ।

ଚାଷଜମି ଉପରେ ବିଦ୍ୟୁତ୍ ତାର ବିପଦଜନକ ଅବସ୍ଥାରେ ରହିଥିବାରୁ ପବନ ହେଲେ ତାରଗୁଡ଼ିକ ହଲୁ ଥିବା ଯୋଗୁଁ ବେଳେବେଳେ ନିଆଁ ବି ବାହାରୁ ଥିବାର ଅଞ୍ଚଳ ବାସୀ ଅଭିଯୋଗ କରିଥିଲେ ମ୍

ତେବେ ଏହି ଖବର ପ୍ରସାରଣ ପରେ ତପ୍ତର ଦେଖାଇଛି ଶକ୍ତି ବିଭାଗ ଆଜି ୨ଟି ନୂତନ ଖୁଣ୍ଟ ପୋତି ଝୁଲନ୍ତା ତାର କୁ ସଜାଡ଼ାଯାଇଛି ।

new life
You might also like
error: Content is protected !!