News
WhatsApp Image 2023-10-04 at 17.25.00
samparksetu

ସରକାରୀ ମାଗଣା ଔଷଧ ପୋଡାଯାଉଥିବା ଘଟଣା ; ଘଟଣା ର ତଦନ୍ତ ପାଇଁ ସିଡିଏମଓ ଙ୍କୁ ନିର୍ଦ୍ଦେଶ ଦେଲେ ଜିଲ୍ଲା ପ୍ରଶାସନ


ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ର ୱାର୍ଡ଼ ନମ୍ବର ୧୦ ଅନ୍ତର୍ଗତ ପୃଷ୍ଟିପାଟଣା ବିଦ୍ୟାଳୟ ପରିସରରେ ପୋଡାଯାଉଛି ସରକାରୀ ମାଗଣା ଔଷଧ l ଯାହା କି ରକ୍ତହୀନତା, ପ୍ରସୂତି, ଶିଶୁ ପୃଷ୍ଟିହୀନତା ଦୂର ଆଦି ରୋଗ ନିମନ୍ତେ ଦରକାର ସମୟରେ ମାଗଣାରେ ନୀୟମିତ ବ୍ୟବଧାନରେ ଉପଲବ୍ଧ କରାଯାଇଥାଏ । ସମ୍ୱନିତ ଶିଶୁ ବିକାଶ ପ୍ରକଳ୍ପ ରେ ବଣ୍ଟନ ନିମନ୍ତେ ଆସିଥିବା ଔଷଧ ବଣ୍ଟା ନଯାଇ ଏହାକୁ ପୋଡାଯାଇ ନଷ୍ଟ କରାଯାଉଥିବା ସ୍ଥାନୀୟ ଲୋକଙ୍କ ନଜରକୁ ଆସିଛି।ଏ ନେଇ ଗତକାଲି ୩୧ ଅକ୍ଟୋବର ରେ ଢେଙ୍କାନାଳ ଉପଡେଟ ରେ ଖବର ପ୍ରସାରଣ କରାଯାଇଥିଲା ।

ପୂର୍ବରୁ ପ୍ରସାରିତ ଖବର

ଖବର ପ୍ରସାରଣ ପରେ ଉକ୍ତ ଘଟଣାର ତଦନ୍ତ ପାଇଁ ସିଡିଏମଓ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଳାପାଳ ଭୂମେଶ ଚନ୍ଦ୍ର ବେହେରା ।

new life
You might also like
error: Content is protected !!