News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ପରେ ଅପହଞ୍ଚ କୋହ୍ଲା ଗାଁର ଦୁର୍ଗା ଙ୍କୁ ମିଳିଲା ବାର୍ଦ୍ଧକ୍ୟ ଭତ୍ତା

ଗଁଦିଆ ବ୍ଲକ ଷୋରିସିଆପଦା ପଞ୍ଚାୟତର କୋହ୍ଲା ଗାଁ ଅନ୍ତେଇ ସାହିର ଦୁର୍ଗା ଲାଗୁରି। ବୟସ ଷାଠିଏ ପାର, ଆଧାର କାର୍ଡ ଅନୁଯାୟୀ ୬୫ ବର୍ଷ କିନ୍ତୁ ବାସ୍ତବରେ ତାଠାରୁ ଯଥେଷ୍ଟ ଅଧିକ ହେବ। ସରକାରୀ ବାବୁମାନେ କ’ଣ ଲେଖି ଦେଇଛନ୍ତି ବୋଲି ଦୁର୍ଗା କହନ୍ତି। ଆଦିବାସୀ ସମ୍ପ୍ରଦାୟର ଦୁର୍ଗା, ଜଙ୍ଗଲ ଉପରେ ନିର୍ଭର କରି ବଞ୍ଚନ୍ତି। ବୟସାଧିକ କାରଣରୁ ପୂର୍ବ ପରି ଆଉ କାମ କରି ପାରୁ ନାହାଁନ୍ତି।

ତାଙ୍କର ଏହି ସମସ୍ୟା ଗତ କିଛି ଦିନ ତଳେ ଢେଙ୍କାନାଳ ଅପଡେଟ ରେ ପ୍ରସାରଣ ହୋଇଥିଲା , ତେବେ ଖବର ପ୍ରସାରଣ ପରେ ତାଙ୍କୁ ପ୍ରଶାସନିକ ଅଧିକାରୀ ଙ୍କ ଦ୍ଵାରା ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦିଆଯାଇଛି ।

new life
You might also like
error: Content is protected !!