News
WhatsApp Image 2023-10-04 at 17.25.00
samparksetu

ଆମର ପ୍ରଭାବ ; ଖବର ପ୍ରସାରଣର ୨୪ ଘଣ୍ଟା ନପୁରୁଣୁ ସଚଳ ହେଲା ନଳକୂପ

କରୋନା କାୟାରେ ସାନିଟାଇଜ ଠାରୁ ଆରମ୍ଭ କରି ହାତଧୁଆ ପର୍ଯ୍ୟନ୍ତ ସବୁଥିରେ ପାଣିର ବିପୁଳ ବ୍ୟବହାର ହୋଇଥିବା ବେଳେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଥିଲେ ୬୦ଟି ପରିବାର ଯାହାର ଖବର ଆଜି ୨୬ ଜୁଲାଇ ରେ ଢେଙ୍କାନାଳ ଉପଡେଟ ରେ ପ୍ରସାରଣ କରିଥିଲୁ ତେବେ ଖବର ପ୍ରସାରଣ ୨୪ ଘଣ୍ଟା ନପୁରୁଣୁ ପାଣି ସମସ୍ୟା ର ସମାଧାନ ହୋଇଛି ।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପାଟରପଦା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଡ଼କମର ଗ୍ରାମରେ ପ୍ରାୟ ଏକ ସପ୍ତାହ ହେବ ନଳକୂପ ଟି ଅଚଳ ହୋଇ ପଡ଼ିଥିଲା । ବହୁବାର ଅଭିଯୋଗ ପରେ ମଧ୍ୟ ଅଧିକାରୀ କୌଣସି ପଦକ୍ଷେପ ନେଉନଥିଲା ପରେ ଖବର ପ୍ରସାରଣ ପରେ ଉକ୍ତ ନଳକୂପ ଟିକୁ ବିଭାଗୀୟ ଅଧିକାରୀ ମାନଙ୍କ ଦ୍ଵାରା ପୁନରୁଦ୍ଧାର କରାଯାଇଛି ବୋଲି ଗ୍ରାମବାସୀ ଜଣାଇଛନ୍ତି ।

new life
You might also like
error: Content is protected !!