ଆଜି ସ୍ଥିତ ମହିମା ମହାବିଦ୍ୟାଳୟ ରେ ରସାୟନ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଏକ ସେମିନାର ବିଭାଗ ର ଛାତ୍ରଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚରୀମାନଙ୍କୁ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ କୁ ବିଭାଗ ର ମୁଖ୍ୟ ଡକ୍ଟର ରତ୍ନାକର ଦାସ ପ୍ରଦୀପ ପ୍ରଜ୍ୟଲନ କରି ଉଦ୍ଘାଟନ କରିଥିଲେ।
ବିଭାଗ ର ଦ୍ଵିତୀୟ ବର୍ଷ ର ଛାତ୍ର ଗୁଲସନ୍ କୁମାର ସ୍ବାଇଁ “Delhi the pollution capital of India” ଶିଶ୍ରକ ଉପରେ ସନ୍ଧର୍ଭ ଉପସ୍ଥାପନ କରିଥିଲେ। ସର୍ବଶେଷ ରେ ବିଭାଗୀୟ ଅଧ୍ୟାପିକା ପ୍ରେମଲତା ମଲ୍ଲ ଧନ୍ୟବାଦ୍ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ବିଭାଗୀୟ ଅଧ୍ୟାପକ ଆଦିତ୍ୟ ନାରାୟଣ ବେହେରା, ଶକ୍ତିପ୍ରସଦ୍ ନାୟକ,ଓ କର୍ମଚାରୀ କରୁଣାକର ସ୍ବାଇଁ ପରିଚାଳନା କରିବାରେ ସାହାଯ୍ୟ ଓ ସହଯୋଗ କରିଥିଲେ l