News
WhatsApp Image 2023-10-04 at 17.25.00
samparksetu

ହାଇୱ। କୁ ପଛରୁ ପିଟିଲା ହାଇୱ। ; ଡ୍ରାଇଭର ଜୀବନ୍ତ ଦଗ୍ଧ

ହାଇୱ। କୁ ପଛରୁ ପିଟିଲା ହାଇୱ। , ଜୀବନ୍ତ ଦଗ୍ଧ ହୋଇଗଲେ ପଛପଟେ ପିଟିଥିବା ହାଇୱ। ଡ୍ରାଇଭର । ମୃତକ ଜଣଙ୍କ ଝାଡ଼ଖଣ୍ଡ ର ସୁନୀଲ ଯାଦବ ବୋଲି ସୂଚନା ମିଳିଛି। ।

ସୂଚନା ଅନୁଯାୟୀ , କଣ୍ଟାବଣିଆ ଥାନା ଅନ୍ତର୍ଗତ ଏକ ପ୍ଲାଣ୍ଟ ରୁ ପାଉଁଶ ନେଇ ଏକ ହାଇୱ। କାମାକ୍ଷାନଗର ୫୩ ନଂ ଜାତୀୟରାଜପଥ ସଂପ୍ରସାରଣ କାର୍ଯ୍ୟକୁ ଆସିଥିଲା ,ଜଡ଼ାପାଳ ଛକ ରେ ଆଜି ସକାଳ ୫ ଟା ବେଳେ ପଛରୁ ପାଉଁଶ ବୋଝେଇ ହାଇୱ। ଧକ୍କା ଦେଇଥିଲା ।

ଦୁର୍ଘଟଣା ଏତେମାତ୍ରାରେ ଥିଲା ଯେ ପଛରୁ ପିଟିଥିବା ହାଇୱ। ଡ୍ରାଇଭର ଗାଡ଼ିରେ ହିଁ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଁଚି ନିଆଁ କୁ ଆୟତ୍ତ କରିଥିଲେ । ପୋଲିସ ପହଁଚି ଘଟଣାର ତଦନ୍ତ ଚଳାଇଛି ।

new life
You might also like
error: Content is protected !!