News
WhatsApp Image 2023-10-04 at 17.25.00
samparksetu

ଭାରସାମ୍ୟ ହରାଇ ରାସ୍ତା ରୁ ତଳକୁ ଖସିଲା କାର୍ ; ୩ ଗୁରୁତର ଆହତ

ଢେଙ୍କାନାଳ କାମାକ୍ଷାନଗର ପୂର୍ତ୍ତ ବିଭାଗ ରାସ୍ତାର ଖଟୁଆହତା ନିକଟରେ ଆଜି ଭାରସାମ୍ୟ ହରାଇ କାର ଦୁର୍ଘଟଣା ଘଟିଛି।

ସୂଚନାଯୋଗ୍ୟ କି ତିନି ଯାତ୍ରୀ ସହ ଚାଳକ ଢେଙ୍କାନାଳ ରୁ କାମାକ୍ଷାନଗର ଯାଉଥିବା ସମୟରେ ଖଟୁଆହତା ନିକଟରେ କାର୍ ଟି ଭାରସ୍ୟାମ ହରାଇ ରାସ୍ତା ରୁ ତଳକୁ ଖସିଯାଇଥିବାର ସୂଚନା ମିଳିଛି । ଏଥିରେ ତିନି ମହିଳା ଯାତ୍ରୀ ଗୁରୁତର ଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ସହାୟତା ପାଇଁ ବ୍ୟବସ୍ଥା କରୁଛନ୍ତି ।

new life
You might also like
error: Content is protected !!