News
WhatsApp Image 2023-10-04 at 17.25.00
samparksetu

କନ୍ତୋର ପ୍ରମିୟର ଲିଗ୍ ଉଦଯାପିତ

କୁଆଳୋ ଚମ୍ପିୟନ କନ୍ତୋର ଗ୍ରାମ ପକ୍ଷରୁ ଚଳିତ ବର୍ଷର କନ୍ତୋର ପ୍ରିମିୟର ଲିଗ୍ ର ଆଜି ଥିଲା ଅନ୍ତିମ(ଫାଇନାଲ) ଦିବସ। ଏହି ଫାଇନାଲ ମ୍ୟାଚଟି କୁଆଳୋ ଓ ଖାଲପାଳ ମଧ୍ଯରେ ଅନୁଷ୍ଠିତ ହୋଇଥିଲା।

ଫାଇନାଲ ମ୍ୟାଚ ୧୨ ଓଭର ବିଶିଷ୍ଟ ମ୍ୟାଚ ରେ କୁଆଳୋ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୧୧.୧ ବଲରେ ତାର ସମସ୍ତ ୱିକେଟ ହରାଇ କରିଥିଲା ୮୩ ରନ ।

୮୪ ରନ ବିଜୟ ଲକ୍ଷ୍ୟ ପିଛାକରି ଖାଲପାଳ ଦଳ ତାର ୫ ଗୋଟି ୱିକେଟ ହରାଇ ୬୮ ରନ କରିବାରେ ସକ୍ଷମ ହୋଇ ରନର୍ସ ଅଫ ହୋଇଥିଲା । କନ୍ତୋର ଚଳିତ ବର୍ଷର ଚମ୍ପିୟନ ଆଖ୍ୟା ଅର୍ଜନ କରିଥିଲା ।

new life
You might also like
error: Content is protected !!