News
WhatsApp Image 2023-10-04 at 17.25.00
samparksetu

ମା ତାରିଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ସରଖିଆ ଖେଳ ପଡିଆରେ ଚଳିତ ବର୍ଷର ମା ତାରିଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଗୌରୀ ସ୍ପୋର୍ଟିଂ ସିମିଳିଆ ଓ କନ୍ଧପଡା ମଧ୍ଯରେ ଅନୁଷ୍ଠିତ ହୋଇଥିଲା।

ଫାଇନାଲ ମ୍ଯାଚ ୧୬ ଓଭର ବିଶିଷ୍ଟ ମ୍ଯାଚରେ ସିମିଳିଆ ପ୍ରଥମେ ବ୍ୟାଟିଂ କରି ୮ ଗୋଟି ୱିକେଟ ହରାଇ ୧୧୪ ରନ କରିବାରେ ସକ୍ଷମ ହୋଇଥିଲା ।

କନ୍ଧପଡା ୧୧୫ ରନ ବିଜୟ ଲକ୍ଷକୁ ପିଛା କରି ୧୨ତମ ଓଭରରେ ତାର ସମସ୍ତ ୱିକେଟ ହରାଇ ୯୭ ରନ କରି ପରାଜିତ ହୋଇଥିଲା ।ମ୍ୟାନ ଅଫ ଦ ମ୍ୟାଚ ରମାକାନ୍ତ ପ୍ରଧାନ ଓ ମ୍ୟାନ ଅଫ ଦ ସିରିଜ ମହମ୍ମଦ ସୁଲେମାନ ହୋଇଥିଲେ ।

new life
You might also like
error: Content is protected !!