News
WhatsApp Image 2023-10-04 at 17.25.00
samparksetu

ମଠତେନ୍ତୁଳିଆ ପଞ୍ଚାୟତ ଠାରେ ଆରମ୍ଭ ହେଲା ଫାଇଲେରିଆ ନିରାକରଣ ଅଭିଯାନ

୧୦ ଫେବୃଆରୀ ରୁ ୧୯ ଫେବୃଆରୀ ପର୍ଯ୍ୟନ୍ତ ଫାଇଲେରିଆ ନିରାକରଣ ଅଭିଯାନ ଚାଲୁଥିବା ବେଳେ, ଆଜି ଗଁଦିଆ ବ୍ଳକ ମଠତେନ୍ତୁଳିଆ ଗ୍ରାମପଞ୍ଚାୟତ ଠାରେ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଝରଣା ସାହୁ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ମନୋରଞ୍ଜନ ସାହୁ, ଶ୍ରୀରାମଚନ୍ଦ୍ର ପୁର ସ୍ୱାସ୍ଥ୍ୟ କେନ୍ଦ୍ର ର G. N. M ସତ୍ୟଭାମା ମହାନ୍ତି ଉପସ୍ଥିତ ରହି ,ସ୍ଥାନୀୟ ଜନସାଧାରଣ କିପରି ବଟିକା ଖାଇବେ କହିଥିଲେ ଓ ଉପସ୍ଥିତ ଥିବା ଲୋକମାନଙ୍କୁ ଫାଇଲେରିଆ ବଟିକା ଖୁଆଇଥିଲେ ଓ ଫାଇଲେରିଆ କୁ କିପରି ଦୁରେଇବେ ଲୋକମାନଙ୍କୁ ବୁଝାଇଥିଲେ ।

new life
You might also like
error: Content is protected !!