News
WhatsApp Image 2023-10-04 at 17.25.00
samparksetu

ବିଶ୍ୱ ରକ୍ତ ଦାନ ଦିବସ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ ; ୭୪ ୟୁନିଟ ରକ୍ତ ସଂଗୃହିତ

ଆଜି ବିଶ୍ୱ ରକ୍ତ ଦାନ ଦିବସ ଉପଲକ୍ଷେ ଏବଂ ମହାମାରୀ କୋରନା ସମୟରେ ରକ୍ତର ଅଭାବକୁ ଦେଖି ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଗୌତମ ପାଣୀ ଙ୍କ ନେତୃତ୍ୱରେ , ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଂପାଦକ ଦିନେଶ କୁମାର ପାଣୀ ଙ୍କ ତତ୍ୱବଧାନରେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତ ଦାନ ଶିବିର ରେ ପରଜଙ୍ଗ ବ୍ଳକ ଯୋନ ୩ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ବ୍ଳକ ବିଜୁ ଯୁବ ଜନତା ଦଳର ଉପସଭାପତି ସୁନୀଲ କୁମାର ପାଣୀ ଓ ସୁତାନଶୁ ପଣ୍ଡା ଙ୍କ ସହଯୋଗ ରେ ସାଆନ୍ଦା ଆଞ୍ଚଳିକ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି ।

ଏହି ଶିବିର ରେ ମୁଖ୍ୟ ଅତିଥି ସମସ୍ତଙ୍କର ଅତିପ୍ରିୟ, ଯୁବ ବର୍ଗ ଙ୍କ ଆଦର୍ଶ, ଯୁବ ଆଇକନ୍ ଯୁବନେତା ଅସିତ୍ କୁମାର ରାୟ ଚୌଧୁରୀ (ଚିଣ୍ଟୁ ଭାଇ) ଯୋଗଦାନ କରିଥିଲେ ।

ଏହି ଶିବିର କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଅକ୍ଷୟ ବେହେରା , ସାଆନ୍ଦା ସରପଞ୍ଚ ତଥା ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଗୌତମ ପାଣୀ, ଜିଲ୍ଲା ପରିଷଦ ଶ୍ରୀମତୀ ମମତା ପାଣି,ପରଜଙ୍ଗ ବ୍ଳକ ବିଜୁ ଯୁବ ଜନତା ଦଳ ସଭାପତି ସୁବ୍ରତ ଦାସ,ବ୍ଳକ ବିଜୁ ଛାତ୍ର ସଭାପତି ପ୍ରୀୟଜିତ ସାମଲ,ବିଜୁ ଯୁବ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତା, ସମସ୍ତ ସାମ୍ବାଦିକ ବନ୍ଧୁ ଉପସ୍ଥିତ ଥିଲେ। ଏହି ଶିବିରରେ ରାକେଶ ପଣ୍ଡା , ପ୍ରଶଂନ ପଣ୍ଡା , ସୁରଜ ପଣ୍ଡା , ସାଗର ପଣ୍ଡା, ଦେବାଶିଷ ସେଠି ଙ୍କ ସମ୍ପୂର୍ଣ୍ଣ ସହଯୋଗ ଏବଂ ଅକ୍ଲାନ୍ତ ପରିଶ୍ରମ ଦ୍ବାରା ଏହି ଶିବିର ସଫଳ ହୋଇଛି। ଏହି ରକ୍ତଦାନ ଶିବିରରେ ମୋଟ ୭୪ ୟୁନିଟ ରକ୍ତ।

new life
You might also like
error: Content is protected !!