News
WhatsApp Image 2023-10-04 at 17.25.00
samparksetu

ସାଇ ସତସଙ୍ଗ ସେବା ଟ୍ରଷ୍ଟ ତରଫରୁ ଗାଈଗୋରୁ ମାଙ୍କଡ଼ ମାନଙ୍କୁ ଖାଦ୍ୟ ବଣ୍ଟନ

ସାଇ ସତସଙ୍ଗ ସେବା ଟ୍ରଷ୍ଟ ତରଫରୁ ଗତ ସୋମବାର ଠାରୁ ଆରମ୍ଭ ହୋଇଛି ଗାଈଗୋରୁ ମାଙ୍କଡ଼ ମାନଙ୍କୁ ଖାଦ୍ୟ ଦେବା କାର୍ଯ୍ୟକ୍ରମ । ଲକଡାଉନ , ସଟଡାଉନ ହେତୁ ସମସ୍ତ ଦୋକାନ ବଜ଼ାର ବନ୍ଦ ରହୁଥିବାରୁ ଏହି ନିରୀହ ଜୀବ ମାନେ ଖାଇବାକୁ ପାଉନାହାନ୍ତି ।

ତେଣୁ ଜିଲ୍ଲା ପ୍ରଶାସନ ଠାରୁ ଅନୁମତି ଗ୍ରହଣ କରି ଏହି କାର୍ଯ୍ୟକ୍ରମ ସାଇ ସତସଙ୍ଗ ସେବା ଟ୍ରଷ୍ଟ କରିଚାଲିଛି । ଯେ ପର୍ଯ୍ୟନ୍ତ ଲକଡାଉନ ରହିବ ସେ ପର୍ଯ୍ୟନ୍ତ ଏହି ସେବା ଚାଲିରହିବ ବୋଲି ଅନୁଷ୍ଠାନ ର ସଦସ୍ୟ ଶିବ ପ୍ରସାଦ ପଣ୍ଡା ସୂଚନା ଦେଇଛନ୍ତି ।

new life
You might also like
error: Content is protected !!