News
WhatsApp Image 2023-10-04 at 17.25.00
samparksetu

ବିରାଶାଳ ବିଜେପି ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ଅନ୍ତର୍ଗତ ବିରାଶାଳ ଠାରେ ବିରାଶାଳ ମଣ୍ଡଳ ବିଜେପି ତରଫରୁ କାର୍ଯ୍ୟକାରିଣୀ ବୈଠକ ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପରଜଙ୍ଗର ବିଜେପି ପାର୍ଥି ତଥା ସମାଜ ସେବୀ ନେତା ବିଭୁତି ପ୍ରଧାନ, ମଣ୍ଡଳ ସଭାପତି ସନାତନ ସାହୁ ଏବଂ ବିଜେପିର ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏହି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା ।

ସଭାରେ ବିଭିନ୍ନ ପଦ ପଦବୀ ଘୋଷଣା କରାଯିବା ସହିତ ବିଜେପି କିପରି ଆଗକୁ ବଢ଼ି, ଲୋକ ମାନଙ୍କ ସମସ୍ୟାକୁ ସରକାରଙ୍କ ଆଗରେ ଉପସ୍ଥାପନ କରିବ ଏବଂ ବିରାଶାଳ ମଣ୍ଡଳ ଏକ ନମ୍ବର ହେବ , ପାଣି ସମସ୍ୟା କୁ ଅଧିକ ଗୁରୁତ୍ଵ ଦିଆଯିବା ସହିତ ଲୋକମାନଙ୍କ ଅଟକି ରହିଥିବା କାମକୁ ତୁରନ୍ତ କରାଯିବା ସେ ନେଇ ସଭାରେ ଆଲୋଚନା ହୋଇଥିଲା ।

new life
You might also like
error: Content is protected !!