News
WhatsApp Image 2023-10-04 at 17.25.00
samparksetu

ମହିଳାଙ୍କ ଠାରୁ ଲୁଟିନେଲେ ୩ଲକ୍ଷ ଟଙ୍କା !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ସାତମାଇଲ ସ୍ଥିତ ବ୍ୟାଙ୍କ ନିକଟରୁ ମଙ୍ଗଳବାର ଜଣେ ମହିଳାଙ୍କଠାରୁ ୩ ଲକ୍ଷ ଟଙ୍କା ଲୁଟ ହୋଇଥିବାର ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ , ଅପରାହ୍ନ ରେ ନୂଆବାଗ ପଞ୍ଚାୟତ ଅନ୍ତର୍ଗତ ବାହାଲୁଣ୍ଡା ଗ୍ରାମର ସ୍ୱୟଂ ସହାୟିକା ଗୋଷ୍ଠୀର ନର୍ମଦା ବିଶ୍ୱାଳ ବ୍ୟାଙ୍କରୁ ୩ଲକ୍ଷ ଟଙ୍କା ଉଠାଣ କରିଥିଲେ ।

ବ୍ୟାଙ୍କଠାରୁ ପ୍ରାୟ ୧୦୦ମିଟର ଦୂରରେ ୨ଦୁର୍ବୃତ୍ତ ମଟରସାଇକେଲରେ ଆସି ତାଙ୍କ ଟଙ୍କା ବ୍ୟାଗ କୁ ଲୁଟି ନେଇଥିଲେ । ଥାନାରେ ଅଭିଯୋଗ ପରେ ପୋଲିସ୍ ବ୍ୟାଙ୍କ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ତଦନ୍ତ ଚଳାଇଛି ।

new life
You might also like
error: Content is protected !!